ଭୋଟ୍‌ ଦେଲା କଂଗ୍ରେସ, ଉପାଧ୍ୟକ୍ଷ ପଦ ହାତେଇଲା ବିଜେପି

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଜଗତସିଂହପୁର ପୌର ପରିଷଦରେ ବିଜେପିର ଦୁଇ ଜଣ କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି। ତଥାପି ପୌର ଉପାଧ୍ୟକ୍ଷ ପଦ ହାତେଇଛି ଦଳ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେପି କଣ ମ୍ୟାଜିକ୍‌ କଲା ଯେ ପୌର ଉପାଧ୍ୟକ୍ଷ ପଦ ହାତେଇ ପାରିଲା? ଉତ୍ତରଟି ହେଲା ଏଠାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍‌ ଦେଇଛନ୍ତି କଂଗ୍ରେସ କାଉନ୍‌ସିଲର। ଆଜି ନିର୍ବାଚିତ ସମସ୍ତ ୨୧ ୱାର୍ଡର କାଉନ୍‌ସିଲର ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ନିର୍ବାଚନ […]

BJP

BJP

Manoranjan Sial
  • Published: Thursday, 07 April 2022
  • Updated: 07 April 2022, 05:49 PM IST

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଜଗତସିଂହପୁର ପୌର ପରିଷଦରେ ବିଜେପିର ଦୁଇ ଜଣ କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି। ତଥାପି ପୌର ଉପାଧ୍ୟକ୍ଷ ପଦ ହାତେଇଛି ଦଳ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେପି କଣ ମ୍ୟାଜିକ୍‌ କଲା ଯେ ପୌର ଉପାଧ୍ୟକ୍ଷ ପଦ ହାତେଇ ପାରିଲା? ଉତ୍ତରଟି ହେଲା ଏଠାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍‌ ଦେଇଛନ୍ତି କଂଗ୍ରେସ କାଉନ୍‌ସିଲର।

ଆଜି ନିର୍ବାଚିତ ସମସ୍ତ ୨୧ ୱାର୍ଡର କାଉନ୍‌ସିଲର ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଜେଡିର ପାରିଷଦ ମନୋଜ ମହାନ୍ତି ଓ ବିଜେପି ପାରିଷଦ ରାଜେନ୍ଦ୍ର ବିଶୋୟୀ ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ତା’ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୧୧ ଓ ବିଜେଡି ପ୍ରାର୍ଥୀ ସପକ୍ଷରେ ୧୦ ଭୋଟ୍‌ ପଡ଼ିଥିଲା। ଶେଷରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ବିଶୋୟୀଙ୍କୁ ଉପାଧ୍ୟକ୍ଷ ଭାବେ ଘୋଷଣା କରିଥିଲେ।

ଦଳୀୟ ଭାବନା ଛାଡି ପୌର ପରିଷଦର ଉନ୍ନତି ପାଇଁ ମିଳିମିଶି କାମ କରିବା ବୋଲି କହିଛନ୍ତି ନବ ନିର୍ବାଚିତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ।

ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ପୌର ପରିଷଦରେ ମୋଟ୍‌ ୨୧ ୱାର୍ଡ ମଧ୍ୟରୁ ୯ ଟିରେ ବିଜେଡି, ୭ଟିରେ କଂଗ୍ରେସ, ୨ଟିରେ ବିଜେପି ଓ ୩ ଟି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story