ବ୍ରହ୍ମଗିରି: ସମିତି ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ

ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକ ତିତିପ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଛି। ମୃତ ପ୍ରାର୍ଥୀ ଜଣଙ୍କ ହେଲେ ଦିଲୀପ ଜେନା। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଝାଡାବାନ୍ତି ଯୋଗୁଁ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

bramhagiri

Rakesh Mallick
  • Published: Monday, 13 February 2017
  • , Updated: 13 February 2017, 03:06 PM IST

Related story