ବିଧାୟକଙ୍କ କ୍ୱାର୍ଟର୍ସ ପାଇଁ ୨୭୫ କୋଟିର ବଜେଟ: ନିର୍ମାଣ ହେବ ୧୩୦ଟି ଘର, ଖୁବଶୀଘ୍ର ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରାସାଦ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୭୫କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିବାବେଳେ ଏଥିରେ ମୋଟ ୧୩୦ଟି ଘର ନିର୍ମାଣ ହେବ । ଓଡ଼ିଶା ବିଧାନସଭାର ପ୍ରଶାସନିକ ଅନୁମୋଦନ ପାଇବା ପରେ ଏହି କୋଠା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଡକାଯିବ ବୋଲି ଜଣାପଡ଼ିଛି। ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକମାନଙ୍କ ରହିବା ପାଇଁ ମୋଟ ୧୩୦ଟି […]

MLA-quarters

MLA-quarters

Ordigital Desk
  • Published: Saturday, 16 October 2021
  • Updated: 16 October 2021, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରାସାଦ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୭୫କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିବାବେଳେ ଏଥିରେ ମୋଟ ୧୩୦ଟି ଘର ନିର୍ମାଣ ହେବ । ଓଡ଼ିଶା ବିଧାନସଭାର ପ୍ରଶାସନିକ ଅନୁମୋଦନ ପାଇବା ପରେ ଏହି କୋଠା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଡକାଯିବ ବୋଲି ଜଣାପଡ଼ିଛି।

ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାୟକମାନଙ୍କ ରହିବା ପାଇଁ ମୋଟ ୧୩୦ଟି କ୍ୱାର୍ଟର୍ସ ନିର୍ମାଣ କରାଯିବ। ଏଥିରେ ଟାଇପ୍ - ୭ର ୧୦୫ଟି କ୍ୱାର୍ଟର୍ସ ଓ ଟାଇପ-୬ର ୨୫ଟି କ୍ୱାର୍ଟର୍ସ ରହିବ। ଏଥିପାଇଁ ୨୭୫କୋଟି ଟଙ୍କା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଟଙ୍କା ଖର୍ଚ୍ଚ ନିମନ୍ତେ ଓଡ଼ିଶା ବିଧାନସଭାର ପ୍ରଶାସନିକ ଅନୁମୋଦନର ଆବଶ୍ୟକତା ଥିବାରୁ ସେହି ପ୍ରକ୍ରିୟା ଶେଷ ହେବାପରେ କୋଠା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ୧୨ମହଲା ବିଶିଷ୍ଟ ନୂଆ କୋଠା ନିର୍ମାଣ କରାଯିବ । ବହୁତଳ କୋଠାରେ ସମସ୍ତ ପ୍ରକାରର ସୁବିଧା ବିଧାୟକମାନଙ୍କ ପାଇଁ ଉପଲବ୍ଧ ରହିବ। ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ୨ବର୍ଷ ଭିତରେ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ପୁରୁଣା କ୍ୱାର୍ଟର୍ସକୁ ଭାଙ୍ଗିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ୱାର୍ଟର୍ସ ଭଙ୍ଗା ହେବା ଯୋଗୁ ବିଧାୟକମାନଙ୍କ ରହିବା ନିମନ୍ତେ ଜିଏ ବିଭାଗ ପକ୍ଷରୁ ବିଧାୟକମାନଙ୍କୁ ଅନ୍ୟତ୍ର ଘର ଯୋଗାଇ ଦିଆଯାଇଛି । ତେବେ ପ୍ରସ୍ତାବିତ କୋଠା ନିର୍ମାଣ ସ୍ଥାନରେ ଏବେ ପୁରୁଣା କ୍ୱାର୍ଟର୍ସଗୁଡ଼ିକୁ ୫ଜଣ ପୂର୍ବତନ ବିଧାୟକ ଓ କିଛି ନୂଆ ବିଧାୟକ ଛାଡୁନଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ନିର୍ଦ୍ଦେଶକୁ ନମାନିବେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କ୍ୱାର୍ଟର୍ସ ଭଙ୍ଗାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିକଟରେ ଥିବା ବିଧାୟକମାନଙ୍କ କ୍ୱାର୍ଟର୍ସକୁ ଭଙ୍ଗାଯାଇ କୋଠା ନିର୍ମାଣ କରିବାକୁ ଗତ ୨୦୨୦ ଜାନୁୟାରୀ ମାସରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅଳ୍ପକିଛି କ୍ୱାର୍ଟର୍ସ ଭଙ୍ଗା ଯାଇଥିବାବେଳେ ଅନ୍ୟ ସବୁ କ୍ୱାର୍ଟର୍ସ ପୂର୍ବବତ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story