ବୃଦ୍ଧାଙ୍କୁ ମାରି ଲୁଟି ନେଲେ ସୁନା ଅଳଙ୍କାର, ଛିଣ୍ଡି ଯାଇଛି କାନ ଓ ନାକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମୃତ ବୃଦ୍ଧାଙ୍କ ନାଁ ଆଡ଼ି ପାତ୍ର। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଆଡ଼ି ଘରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ପଶି ଆଡ଼ିଙ୍କୁ ହତ୍ୟା କରିବା […]

Crowd

Crowd

Jitendra Garnayak
  • Published: Sunday, 11 September 2022
  • Updated: 11 September 2022, 10:42 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ମୃତ ବୃଦ୍ଧାଙ୍କ ନାଁ ଆଡ଼ି ପାତ୍ର। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଆଡ଼ି ଘରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ପଶି ଆଡ଼ିଙ୍କୁ ହତ୍ୟା କରିବା ସହ ସେ ତାଙ୍କ ବେକ, କାନ ଓ ନାକରେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଛନ୍ତି।

କାନ ଓ ନାକରେ ଆଡ଼ି ପିନ୍ଧିଥିବା ଅଳଙ୍କାରକୁ ନେବା ପାଇଁ ଦୁର୍ବୃତ୍ତ ସେଗୁଡ଼ିକୁ ଟାଣି ଦେଇଛନ୍ତି। ଫଳରେ ତାଙ୍କ ନାକ ଓ କାନ ଛିଣ୍ଡି ଯାଇଛି।

ଏହା ସହିତ ଘରେ ଆଲମାରୀରେ ରଖାଯାଇଥିବା ଅନ୍ୟ ସୁନା ଅଳଙ୍କାର ଓ ବାକ୍ସରେ ଥିବା ୫୦ ହଜାର ଟଙ୍କାକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି।

ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story