ବସ୍‌କୁ ପଛରୁ ପିଟି ଦେଲା ଟ୍ରକ୍‌, ୭ ଆହତ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ନିକଟ ପେଣ୍ଡରାବସାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭  ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ପେଣ୍ଡରାବସାରେ ଅଟକି ଥିବାବେଳେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଟ୍ରକଟି ଘଟଣାସ୍ଥଳରୁ ପଳାଇଯାଇଥିଲା। ପୋଲିସ  ମାମଲାର ତଦନ୍ତ କରୁଛି।

IMG-20180319-WA0171

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 02:18 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ନିକଟ ପେଣ୍ଡରାବସାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭  ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସଟି ପେଣ୍ଡରାବସାରେ ଅଟକି ଥିବାବେଳେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଟ୍ରକଟି ଘଟଣାସ୍ଥଳରୁ ପଳାଇଯାଇଥିଲା। ପୋଲିସ  ମାମଲାର ତଦନ୍ତ କରୁଛି।

Related story