ଦୁଇ ଗୁଣା ହେବ ବସ୍ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସତ୍ତ୍ୱେ ରାଜ୍ୟର ଗ୍ରୀନ୍‌ ଜୋନ୍‌ ଗୁଡ଼ିକରେ ବସ୍‌ ଗୁଡ଼ିକୁ ଚଳାଇବା ପାଇଁ ଅନୁମତି ମିଳିଥିଲା। ତେବେ ସିଟ୍‌ କ୍ଷମତାର ଅଧା ଯାତ୍ରୀ ନେବାକୁ କୁହାଯାଇଥିଲା। ଏଥିଯୋଗୁ ମାଲିକମାନେ ବସ୍ ଚଲାଇ ନଥିଲେ। ଏହା ଦ୍ୱାରା ସେମାନଙ୍କ ତେଲ ଖର୍ଚ୍ଚ ବି ଉଠିବନି ବୋଲି ସେମାନେ କହିଥିଲେ। ଏଭଳି ସ୍ଥିତିରେ ସରକାର ବସ୍ ଭଡ଼ା ଦୁଇ ଗୁଣା କରିବାକୁ ଚିନ୍ତା କରୁଛନ୍ତି। ଆଜି ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ […]

minister

minister

Jitendra Garnayak
  • Published: Tuesday, 12 May 2020
  • Updated: 12 May 2020, 12:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସତ୍ତ୍ୱେ ରାଜ୍ୟର ଗ୍ରୀନ୍‌ ଜୋନ୍‌ ଗୁଡ଼ିକରେ ବସ୍‌ ଗୁଡ଼ିକୁ ଚଳାଇବା ପାଇଁ ଅନୁମତି ମିଳିଥିଲା। ତେବେ ସିଟ୍‌ କ୍ଷମତାର ଅଧା ଯାତ୍ରୀ ନେବାକୁ କୁହାଯାଇଥିଲା। ଏଥିଯୋଗୁ ମାଲିକମାନେ ବସ୍ ଚଲାଇ ନଥିଲେ। ଏହା ଦ୍ୱାରା ସେମାନଙ୍କ ତେଲ ଖର୍ଚ୍ଚ ବି ଉଠିବନି ବୋଲି ସେମାନେ କହିଥିଲେ। ଏଭଳି ସ୍ଥିତିରେ ସରକାର ବସ୍ ଭଡ଼ା ଦୁଇ ଗୁଣା କରିବାକୁ ଚିନ୍ତା କରୁଛନ୍ତି। ଆଜି ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେ କହିଛନ୍ତି, ଗ୍ରୀନ୍‌ ଜୋନ୍‌ରେ ବସ୍ ଚାଲିବା ନେଇ ବ୍ୟବସ୍ଥା ହେଉଛି। ଏଥିପାଇଁ ଭଡ଼ା ଦୁଇ ଗୁଣ କରାଯିବ। ଯେହେତୁ ଅଧା ସିଟ୍‌ରେ ଲୋକ ଯିବେ, ତେଣୁ ବସ୍‌ମାଲିକଙ୍କର କ୍ଷତି ହେବ। କ୍ଷତି ହ୍ରାସ କରିବା ପାଇଁ ଭଡ଼ା ଦୁଇ ଗୁଣ କରାଯିବ। ଏହା ଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେ ନାହିଁ।

ମନ୍ତ୍ରୀ କହିଛନ୍ତି, ଜରୁରୀ କାମ ଥିବା ଲୋକ ବି ଦୁଇଗୁଣ ଭଡ଼ା ଦେବାକୁ ପଛେଇବ ନାହିଁ। ପରିବହନ ବିଭାଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦିନେ ଦୁଇଦିନରେ ସରକାର ଏନେଇ ନିଷ୍ପତ୍ତି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story