ଦୁର୍ଘଟଣାରେ ବିଜେଡି ନେତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ, ପତ୍ନୀ-ଝିଅ ସମେତ ୭ ଗୁରୁତର

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥର ନାରଦପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ବିଜେଡି ନେତା କୁଶ ଆପଟଙ୍କ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ା ଟାଟା ଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଜେଡି ନେତା କୁଶ ଆପଟଙ୍କ ପରିବାର ଲୋକ ଏକ ଇନୋଭା କାର୍‌ରେ ଆଜି କେନ୍ଦୁଝର […]

car-accident

car-accident

Manoranjan Sial
  • Published: Wednesday, 01 July 2020
  • Updated: 02 July 2020, 07:02 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥର ନାରଦପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ବିଜେଡି ନେତା କୁଶ ଆପଟଙ୍କ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ା ଟାଟା ଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିଜେଡି ନେତା କୁଶ ଆପଟଙ୍କ ପରିବାର ଲୋକ ଏକ ଇନୋଭା କାର୍‌ରେ ଆଜି କେନ୍ଦୁଝର ଅଭିମୁଖେ ଯାଉଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏନ୍‌ଏଚ୍‌-୫୨୦ର ନାରଦପୁର ନିକଟରେ ଇନୋଭାକୁ ବିପରୀତ ଦିଗରୁ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଫଳରେ କାର୍‌ ଭିତରେ ଚାପି ହୋଇଯାଇଥିଲେ ଚାଳକ ଯୋଡ଼ା ହଟିଙ୍ଗ ଅଞ୍ଚଳର ପେନୁ ମହାକୁଡ଼। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯୋଡ଼ା ଟାଟାଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story