କେୟାର ହସ୍ପିଟାଲର ଦ୍ୱିତୀୟ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ କେୟାର ହସ୍ପିଟାଲର ଦ୍ୱିତୀୟ ଶାଖାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।।୪୦୦ ବେଡ୍‌ କ୍ଷମତା ବିଶିଷ୍ଟ ଏହି ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୨୬୦ଟି ବେଡ୍‌ କାର୍ଯ୍ୟକ୍ଷମ ହେବ। ୧୫୦କୋଟି ଟଙ୍କା ବ୍ୟୟରେ ୩ ଏକର ଜମିରେ ତିଆରି ହୋଇଛି ହସ୍ପିଟାଲ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

care-hospital

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 08:54 PM IST

Related story