ନୌବାଣିଜ୍ୟ ସଂଗ୍ରହାଳୟର 4ଡି ଥିଏଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  କଟକ ଜୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟର ୪ଡି ଥିଏଟରକୁ ଉଦଘାଟନ କରିଛନ୍ତି। ୪୮ସିଟ୍ ବିଶିଷ୍ଟ ଏହି ଥିଏଟରରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଥିଏଟରରେ ୱାଟର ଫଲ୍‌ ଓ ସ୍ନୋ ଫଲ୍‌ ସହ ମୋସନ ଚେୟାର ରହିଛି।

cm

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 12:13 PM IST

Related story