ଘର ଭିତରୁ ନାଗୁଣୀ ସହ ୪୦ଟି ଛୁଆ ଉଦ୍ଧାର

ଭଦ୍ରକ (ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲାରୁ ପୁଣି ଉଦ୍ଧାର ହେଲା ନାଗ ସାପ। ନଲାଙ୍ଗ ବିରିପଡାରେ ଜଣଙ୍କ ଘରୁ ମା’ ସାପ ସହ ୪୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେହି ଘରୁ ୪୦ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି।  ସ୍ନେକ ହେଲପଲାଇନ୍‌ ସଦସ୍ୟଙ୍କ ସହାୟତାରେ ଏହି ସାପ ଛୁଆ ଓ ଅଣ୍ଡା ଗୁଡିକ ଉଦ୍ଧାର ହୋଇଛି।  ଘର ଭିତରୁ ଏତେଗୁଡିଏ ସାପ ମିଳିବା ଘଟଣାରେ ପରିବାର ଲୋକେ ଭୟଭୀତ ହୋଇଛନ୍ତି। ପୂର୍ବରୁ ଧାମନଗର ବ୍ଲକ୍ […]

c-90

Tapas Behera
  • Published: Saturday, 22 June 2019
  • , Updated: 22 June 2019, 06:38 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲାରୁ ପୁଣି ଉଦ୍ଧାର ହେଲା ନାଗ ସାପ। ନଲାଙ୍ଗ ବିରିପଡାରେ ଜଣଙ୍କ ଘରୁ ମା’ ସାପ ସହ ୪୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେହି ଘରୁ ୪୦ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି।  ସ୍ନେକ ହେଲପଲାଇନ୍‌ ସଦସ୍ୟଙ୍କ ସହାୟତାରେ ଏହି ସାପ ଛୁଆ ଓ ଅଣ୍ଡା ଗୁଡିକ ଉଦ୍ଧାର ହୋଇଛି।  ଘର ଭିତରୁ ଏତେଗୁଡିଏ ସାପ ମିଳିବା ଘଟଣାରେ ପରିବାର ଲୋକେ ଭୟଭୀତ ହୋଇଛନ୍ତି।

ପୂର୍ବରୁ ଧାମନଗର ବ୍ଲକ୍ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି।

Related story