ଭୁବନେଶ୍ୱରରେ ସଙ୍ଗୀନ ହୋଇପାରେ କରୋନା: ଅଧିକ କଟକଣା ପାଇଁ ସୁପାରିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋଭିଡ-୧୯ ସଂକ୍ରମଣ ଥମିବାର ନାଁ ଧରୁନି। ସରକାରଙ୍କ ଗାଇଡଲାଇନ୍ ଓ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ଅକ୍ଟୋବର ମାସରେ କରୋନା ସଂକ୍ରମଣ ହାର ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଥିବାବେଳେ ଦଶହରା ପୂଜାରେ ଏହା ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସରକାର ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ବୋଲି କହି ଲୋକଙ୍କୁ ସତର୍କ […]

Corona

Corona

Ordigital Desk
  • Published: Tuesday, 12 October 2021
  • Updated: 12 October 2021, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୋଭିଡ-୧୯ ସଂକ୍ରମଣ ଥମିବାର ନାଁ ଧରୁନି। ସରକାରଙ୍କ ଗାଇଡଲାଇନ୍ ଓ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ଅକ୍ଟୋବର ମାସରେ କରୋନା ସଂକ୍ରମଣ ହାର ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଥିବାବେଳେ ଦଶହରା ପୂଜାରେ ଏହା ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସରକାର ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ବୋଲି କହି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ଭୁବନେଶ୍ୱରରେ ଅଧିକ କଟକଣା ଲାଗୁ ପାଇଁ ସରକାରଙ୍କୁ ସ୍ୱାସ୍ଥ୍ୟ ବିଭାଗ ସୁପାରିସ୍ କରିଛି।

ଚଳିତ ଅକ୍ଟୋବର ମାସରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ମାମଲା ନିୟମିତ ହ୍ରାସ ପାଇଥିବାବେଳେ ଭୁବନେଶ୍ୱରରେ ଏହା ଥମିବାର ନାଁ ନେଉନି। ଗତ କିଛଦିନ ଧରି ସମଗ୍ର ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହାରାହାରି ୫୦୦ ରହୁଥିବାବେଳେ ଭୁବନେଶ୍ୱରରେ ଏହା ୨୦୦ ଉପରେ ରହୁଛି ମଙ୍ଗଳବାର ସମଗ୍ର ରାଜ୍ୟରେ ମୋଟ ୫୨୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଏଥିରେ କେବଳ ୨୩୪ଜଣ ରାଜଧାନୀ ଭୁବନେଶ୍ୱରର। ଅକ୍ଟୋବର ୭ତାରିଖରେ ୨୬୭ଜଣ, ୮ରେ ୨୩୩ ଜଣ, ୯ରେ ୨୧୬ଜଣ, ୧୦ରେ ୧୫୯ଜଣ, ୧୧ରେ ୧୫୯ଜଣ କରୋନା ସଂକ୍ରମିତ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ୨ଦିନ ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଆଜି ପୁଣିଥରେ ୨୩୪ଜଣ ଚିହ୍ନଟ ହେବା ରାଜଧାନୀରେ କରୋନାର ପରିସ୍ଥିତି ସଙ୍ଗୀନ ହେବାର ଆଶଙ୍କା ବଢ଼ାଇ ଦେଇଛି। ରାଜଧାନୀବାସୀଙ୍କ ଖାମଖିଆଲି ନୀତି ଯୋଗୁ ଓ କୋଭିଡ୍ ଗାଇଡଲାଇନକୁ ଉଲ୍ଲଘଂନ କରୁଥିବା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦଶହରାରେ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, ଗତକାଲି ରାଜଧାନୀ ଭୁବନେଶ୍ୱରର ହାଟ ଓ ବଜାରଗୁଡ଼ିକର ଯାହା ଚିତ୍ର ଆସିଛି, ଯଦି ସେଭଳି ଭିଡ଼ ଲାଗି ରୁହେଏ ତା’ହେଲେ ସଂକ୍ରମଣ ରୋକିବାରେ ସଫଳ ହେବା ନେଇ ଆଶଙ୍କା ରହିଛି। ଲୋକମାନେ କୋଭିଡ୍ ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ ବୋଲି ଅନୁରୋଧ କରାଯାଉଛି। ପାର୍ବଣରେ କେତେଦୂର ନିଜକୁ ସୁରକ୍ଷା ଦେବା, ଆଉ ପାର୍ବଣ ଖୁସି ମଜଲିସରେ ପାଳିବା ତାହା ନିଜ ଉପରେ ନିର୍ଭର କରେ। ଆସନ୍ତା ବର୍ଷ ବି ପାର୍ବଣ ଆସିବ। ମାତ୍ର ଜୀବନ ପ୍ରଥମେ ରହୁ ବୋଲି ସେ କହିଛନ୍ତି।
ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରାୟ ୪୦ ପ୍ରତିଶତ କରୋନା ସଂକ୍ରମିତ ଏବେ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। କୋଭିଡ୍ ଗାଇଡଲାଇନକୁ ପାଳିବା ପାଇଁ ରାଜଧାନୀବାସିନ୍ଦାଙ୍କୁ ପରାମର୍ଶ ଦିଆଯିବା ସହ ହାଟବଜାରରେ ଭିଡ଼ ନକରିବାକୁ ମଧ୍ୟ କୁହାଯାଇଛି। ତଥାପି ଲୋକେ କୋଭିଡ୍ ଗାଇଡଲାଇନ ପାଳନ କରୁନଥିବାରୁ ଅଧିକ କଡ଼ା କଟକଣା ଲାଗୁ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story