ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ଲ୍ୟାବ୍‌ରେ ‘କରୋନା’ ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏଣିକି ଘରୋଇ ଲ୍ୟାବ୍‌ କୋଭିଡ୍‌-୧୯ ଟେଷ୍ଟ କଲେ ଫି’ ପଡ଼ିବ ୨୨୦୦ ଟଙ୍କା। ଜିଏସ୍‌ଟି ସହ ଫି ୨୨ଶହ ଟଙ୍କା ହେବାକୁ ପଡ଼ିବ। ସେହିଭଳି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା […]

corona

corona

Manoranjan Sial
  • Published: Friday, 03 July 2020
  • Updated: 03 July 2020, 04:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ଲ୍ୟାବ୍‌ରେ ‘କରୋନା’ ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏଣିକି ଘରୋଇ ଲ୍ୟାବ୍‌ କୋଭିଡ୍‌-୧୯ ଟେଷ୍ଟ କଲେ ଫି’ ପଡ଼ିବ ୨୨୦୦ ଟଙ୍କା। ଜିଏସ୍‌ଟି ସହ ଫି ୨୨ଶହ ଟଙ୍କା ହେବାକୁ ପଡ଼ିବ।

ସେହିଭଳି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା’ ସହିତ InDNA ଲାଇଫ ସାଇନ୍ସ ଲି ଓ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। RMRCର ତତ୍ତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି ଟେଷ୍ଟ କରିପାରିବେ। ଯେ କେହି ଟେଷ୍ଟ କରିବାକୁ ଚାହିଁବେ, ଫି’ ଦେଇ ଟେଷ୍ଟ କରିପାରିବେ।

ସୂଚନାରୁ ପ୍ରକାଶ, ରାଜ୍ୟରେ ‘କରୋନା’ ମାଡ଼ି ମାଡ଼ି ଚାଲିଛି। ପ୍ରତିଦିନ ୧୦୦ରୁ ଅଧିକ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ ବାଦ ପଡ଼ୁ ନାହାନ୍ତି ‘କରୋନା’ ଯୋଦ୍ଧା। ସେମାନେ ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଢ଼ି ଯାଇଛନ୍ତି। ସେଥିପାଇଁ ବେସରକାରୀ ଭାବେ ‘କରୋନା’ ଟେଷ୍ଟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଦ୍ୱାରା ‘କରୋନା’ ରୋଗୀ ଶୀଘ୍ର ଚିହ୍ନଟ ହୋଇପାରିବେ ବୋଲି ଆଶା କରାଯାଉଛି। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟ ୭୦୦୦ ଅତିକ୍ରମ କରିସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story