୫୦୦ ଲିଟର ଦେଶୀ ମଦ ଜବତ

କଟକ(ଓଡ଼ିଶା ରିପୋର୍ଟର): କଟକ ଅବକାରୀ ବିଭାଗ ୫ଶହ ଲିଟର ଦେଶୀ ମଦ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ ଏ ସୂଚନା ଦେଇଛନ୍ତି। ଏକ ମାରୁତି କାର୍‌ରେ ମଦ ଚାଲାଣ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀମାନେ ଚଢ଼ଉ କରି ଜବତ କରିଥିଲେ।

car

Jitendra Garnayak
  • Published: Sunday, 19 August 2018
  • , Updated: 19 August 2018, 07:37 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଅବକାରୀ ବିଭାଗ ୫ଶହ ଲିଟର ଦେଶୀ ମଦ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ ଏ ସୂଚନା ଦେଇଛନ୍ତି।

ଏକ ମାରୁତି କାର୍‌ରେ ମଦ ଚାଲାଣ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀମାନେ ଚଢ଼ଉ କରି ଜବତ କରିଥିଲେ।

Related story