ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ଆସିକା(ମନୋଜ ମୁନୀ): ‘ନୀତୀନ ଚରଣ ପ୍ରଧାନ’ଙ୍କ ନାଁରେ ‘ନୀଳାଞ୍ଚଳ ପ୍ରଧାନ’ଙ୍କ ମୋବାଇଲକୁ ଆସିଥିଲା ‘କରୋନା’ ମେସେଜ୍‌। ଆଉ ତା’ପରେ କୋଭିଡ୍‌ ହସ୍ପିଟାଲ୍‌ କର୍ମଚାରୀ ଆସି ବଳପୂର୍ବକ ନୀଳାଞ୍ଚଳଙ୍କୁ ଉଠାଇ ନେଲେ। ଆଜି ଏପରି ଅଭିଯୋଗ ଆସିଛି ହଟ୍‌ସ୍ପଷ୍ଟ ଜିଲ୍ଲା ଗଞ୍ଜାମରୁ। ଏବେ ସେଠି ତାଙ୍କୁ ନାନା ହଇରାଣ କରାଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ନୀଳାଞ୍ଚଳ ପ୍ରଧାନ(୫୨)। ପେଶାରେ ସେ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। […]

covid

covid

Manoranjan Sial
  • Published: Tuesday, 07 July 2020
  • Updated: 07 July 2020, 09:38 PM IST

Sports

Latest News

ଆସିକା(ମନୋଜ ମୁନୀ): ‘ନୀତୀନ ଚରଣ ପ୍ରଧାନ’ଙ୍କ ନାଁରେ ‘ନୀଳାଞ୍ଚଳ ପ୍ରଧାନ’ଙ୍କ ମୋବାଇଲକୁ ଆସିଥିଲା ‘କରୋନା’ ମେସେଜ୍‌। ଆଉ ତା’ପରେ କୋଭିଡ୍‌ ହସ୍ପିଟାଲ୍‌ କର୍ମଚାରୀ ଆସି ବଳପୂର୍ବକ ନୀଳାଞ୍ଚଳଙ୍କୁ ଉଠାଇ ନେଲେ। ଆଜି ଏପରି ଅଭିଯୋଗ ଆସିଛି ହଟ୍‌ସ୍ପଷ୍ଟ ଜିଲ୍ଲା ଗଞ୍ଜାମରୁ। ଏବେ ସେଠି ତାଙ୍କୁ ନାନା ହଇରାଣ କରାଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ନୀଳାଞ୍ଚଳ ପ୍ରଧାନ(୫୨)। ପେଶାରେ ସେ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀରେ ପୀଡିତ। କିଛି ଦିନ ତଳେ ନୀଳାଞ୍ଚଳ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ହିଂଜିଳି ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ପରେ ସେ କୋଭିଡ୍‌ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ତେବେ ଗତ ୨୯ ତାରିଖ ରାତିରେ ନୀଳାଞ୍ଚଳଙ୍କ ଫୋନକୁ ନୀତୀନ ଚରଣ ପ୍ରଧାନଙ୍କ ନାଁରେ ଏକ ମେସେଜ ଆସିଲା।

୩୦ ତାରିଖରେ ତାଙ୍କୁ ବଳପୂର୍ବକ କୋଭିଡ୍‌ ହସ୍ପିଟାଲ୍‌ କର୍ମଚାରୀମାନେ ଉଠାଇ ନେଇଗଲେ। ନୀତୀନ ଓ ନୀଳାଞ୍ଚଳ ଭିନ୍ନ ଭିନ୍ନ ବ୍ୟକ୍ତି ବୋଲି କହିବା ସତ୍ତ୍ୱେ ତାଙ୍କ କଥା କହି ଶୁଣିନଥିଲେ। ଏମିତିକି କୋଭିଡ୍‌ ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ଚିକିତ୍ସା ମଧ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ନୀତୀନ ଓ ନୀଳାଞ୍ଚଳ କିଏ? ଏହି ଦୁଇଟି ନାଁ ଜଣଙ୍କର ନା ଅଲଗା ଅଲଗା। ତାହାହେଲେ ପ୍ରଶାସନ ନୀଳାଞ୍ଚଳଙ୍କ ପରିବାର ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରୁନାହାନ୍ତି କାହିଁକି? ଅନ୍ୟପକ୍ଷରେ ନିତିନ ଯଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହାହେଲେ ନୀଳାଞ୍ଚଳଙ୍କୁ କାହିଁକି କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି? ନୀତୀନ ଏବେ କେଉଁଠି? ଏହାର ଉତ୍ତର କାହା ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story