ସ୍ମିତାରାଣୀଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସୁପାରିଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁର ହୋଇପାରେ କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ଲେଖାଯାଇଥିବା ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ କହିଛନ୍ତି, କମିଶନ ଠିକ୍ ଭାବେ ଘଟଣାର ତଦନ୍ତ କରିଛନ୍ତି, ଆଉ କିଛି ଦିଗ ବାକି ଥିତବାରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ସୁପାରିସ କରିଥିବା କହିଛନ୍ତି। ତେବେ ଘଟଣାକୁ ନେଇ ରାଜନୀତିକରଣ ନକରିବାକୁ ନିବେଦନ କରିଛନ୍ତି ମହିଳା କମିଶନ । […]

Minati_Behera-1

Tapas Behera
  • Published: Sunday, 27 October 2019
  • , Updated: 27 October 2019, 03:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁର ହୋଇପାରେ କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ସମ୍ବେଦନଶୀଳ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ ଡିଜିଙ୍କୁ ଲେଖାଯାଇଥିବା ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ସେ କହିଛନ୍ତି, କମିଶନ ଠିକ୍ ଭାବେ ଘଟଣାର ତଦନ୍ତ କରିଛନ୍ତି, ଆଉ କିଛି ଦିଗ ବାକି ଥିତବାରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେ ସୁପାରିସ କରିଥିବା କହିଛନ୍ତି। ତେବେ ଘଟଣାକୁ ନେଇ ରାଜନୀତିକରଣ ନକରିବାକୁ ନିବେଦନ କରିଛନ୍ତି ମହିଳା କମିଶନ । ଯାଜପୁରର ହରିଦାଶପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର।

Related story