ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟ ହେଲା ବିଶ୍ୱବିଦ୍ୟାଳୟ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ଆଶା ପୂରଣ ହେଲା। ଶେଷରେ କଟକ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା। ରାଜ୍ୟ ସରକାରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଧ୍ୟାପକ ସମସ୍ତେ ବେଶ ଖୁସି। ରାଜ୍ୟର ଏହି ପ୍ରଥମ ଆଇନ ମହାବିଦ୍ୟାଳୟ ଏବେ ହେବାକୁ ଯାଉଛି ବିଶ୍ୱବିଦ୍ୟାଳୟ। ୧୮୬୯ ମସିହାରେ ରାଜ୍ୟରେ ଆଇନ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା। ସେହିବର୍ଷ ରେଭେନ୍ସା କଲିଜିୟଟ୍‌ ସ୍କୁଲରେ ଆଇନ୍‌ ପାଠପଢା ଆରମ୍ଭ ହୋଇଥିଲା। ୧୯୪୩ ମସିହାରେ ଏହାର ନାଁ ମଧୂସୁଧନ ଆଇନ୍‌ […]

university

university

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 06:59 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ଆଶା ପୂରଣ ହେଲା। ଶେଷରେ କଟକ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା। ରାଜ୍ୟ ସରକାରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଧ୍ୟାପକ ସମସ୍ତେ ବେଶ ଖୁସି। ରାଜ୍ୟର ଏହି ପ୍ରଥମ ଆଇନ ମହାବିଦ୍ୟାଳୟ ଏବେ ହେବାକୁ ଯାଉଛି ବିଶ୍ୱବିଦ୍ୟାଳୟ।

୧୮୬୯ ମସିହାରେ ରାଜ୍ୟରେ ଆଇନ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା। ସେହିବର୍ଷ ରେଭେନ୍ସା କଲିଜିୟଟ୍‌ ସ୍କୁଲରେ ଆଇନ୍‌ ପାଠପଢା ଆରମ୍ଭ ହୋଇଥିଲା। ୧୯୪୩ ମସିହାରେ ଏହାର ନାଁ ମଧୂସୁଧନ ଆଇନ୍‌ ମହାବିଦ୍ୟାଳୟ ରଖାଯାଇଥିଲା। ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ, ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ, ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ, ଝାଡଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ପି.କେ ମହାନ୍ତି, ବର୍ତ୍ତମାନର ଆଇନ ମନ୍ତ୍ରୀ ପ୍ରତାପ ଜେନା ଭଳି ଏକାଧିକ ବ୍ୟକ୍ତି ରାଜ୍ୟର ଏହି ସର୍ବପୁରାତନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢିଥିଲେ।

ରାଜ୍ୟର ଏହି ପୂରାତନ ଆଇନ୍‌ ମହାବିଦ୍ୟାଳକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇନଥିଲା। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ ସରକାର ଉକ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଛାତ୍ରଛାତ୍ରୀଙ୍କ ସହ ପ୍ରିନସିପାଲ ମଧ୍ୟ ସାମିଲ ହୋଇ ଖୁସି ମନାଉଛନ୍ତି।

ବର୍ତ୍ତମାନ ଏହି କଲେଜରେ ୧୧୨୪ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ୨୬ ଜଣ ଅଧ୍ୟାପକ। ସେଥିମଧ୍ୟରୁ ୨୦ ଜଣ ଅଧ୍ୟାପକ ଗେଷ୍ଟ ଫ୍ୟାକଲଟି ଭାବେ କାମ କରୁଛନ୍ତି। ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ହେଲେ ବାହାର ରାଜ୍ୟର ଏକାଧିକ ଛାତ୍ରଛାତ୍ରୀ ଆସି ପାଠ ପଢିବା ସହ ସରକାରୀ ସୁବିଧା ମିଳିବ ବୋଲି ଅଧ୍ୟକ୍ଷ ସୁକାନ୍ତ କୁମାର ନନ୍ଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story