ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାକ୍ ଟିମ୍

କଟକ: କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ଅନୁମୋଦନ ପରିଷଦ (ନାକ୍) ଟିମ୍। ନାକ୍‌ର ୫ ଜଣିଆ ଟିମ୍ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛି। ସେମାନେ ତିନି ଦିନ ଧରି ସେଠାରେ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ରେଭେନ୍ସା ବିଶ୍ୱବିଦ୍ୟାଳୟ ହେବା ପରେ ନାକ୍‌ ଟିମ୍‌ର ପ୍ରଥମ ଗସ୍ତ। ଏଥିପାଇଁ ରେଭେନ୍ସା ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କୁଳପତି ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ନାକ୍ ଟିମ୍  ଉତ୍କଳ ବିଶ୍ୱବିଦ୍ୟାଳୟକୁ […]

ravenshaw

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 12:34 PM IST

କଟକ: କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ଅନୁମୋଦନ ପରିଷଦ (ନାକ୍) ଟିମ୍। ନାକ୍‌ର ୫ ଜଣିଆ ଟିମ୍ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛି। ସେମାନେ ତିନି ଦିନ ଧରି ସେଠାରେ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ହେବା ପରେ ନାକ୍‌ ଟିମ୍‌ର ପ୍ରଥମ ଗସ୍ତ। ଏଥିପାଇଁ ରେଭେନ୍ସା ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କୁଳପତି ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପୂର୍ବରୁ ନାକ୍ ଟିମ୍  ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ଗ୍ରେଡ୍ ଦେଇଛନ୍ତି।

Related story