କଟକ ଶିଶୁଭବନରେ ଥମୁନି ଶିଶୁ ମୃତ୍ୟୁ: ଆଜି ଆଖି ବୁଜିଲେ ଆଉ ୨ ଶିଶୁ

କଟକ: କଟକ ଶିଶୁଭବନରେ ଆଜି ପୁଣି ୨ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦୁଇ ଜଣ ହେଲେ ଢେଙ୍କାନାଳ ଏବଂ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଏହାକୁ ମିଶାଇ ଗତ ୯ଦିନ ମଧ୍ୟରେ ଶିଶୁ ଭବନରେ ମୃତ୍ୟୁ ସଂଖ୍ୟା ୪୪କୁ  ବୃଦ୍ଧି ପାଇଛି। ଗତ ସପ୍ତାହେ ଧରି ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ବୃଦ୍ଧି ପାଇଚାଲିଛି।

sisu1

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 07:07 AM IST

Related story