କଟକ: ତନ୍ତୁବାୟ ସହଯୋଗ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ସମ୍ପାଦକଙ୍କ ବହିଷ୍କାର ଦାବିରେ ସୂତା କାରିଗରଙ୍କ ଧାରଣା

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ୍ କୂଳସମିତଙ୍ଗା ଗାଁର ମହାଲକ୍ଷ୍ମୀ ତନ୍ତୁବାୟ ସହଯୋଗ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଏବଂ ସମ୍ପାଦକଙ୍କ ବହିଷ୍କାର ଦାବି କରି ସୂତା କାରିଗରମାନେ ଧାରଣା ଦେଇଛନ୍ତି। କାରିଗରମାନେ ଏକ ସପ୍ତାହ ଧରି ଧାରଣା ଦେବା ପରେ ହସ୍ତତନ୍ତ ବୟନଶିଳ୍ପର ଯୁଗ୍ମ ନିର୍ଦ୍ଦେଶକ ଆଲୋଚନା କରିଥିଲେ। ସେପଟେ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

salepur

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 04:51 AM IST

Related story