ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ଫାନ୍ ଲ୍ୟାଣ୍ଡଫଲ୍ କରିବ

ଭୁବନେଶ୍ୱର: ସଂଧ୍ୟାରେ ପଶ୍ଚିମଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ମାହାବାତ୍ୟା ଅମ୍ଫାନ୍। ଏବେ ପାରାଦ୍ୱୀପଠାରୁ ୧୨୦ କିଲୋମିଟର ଦୂରରେ ଏହି ମହାବାତ୍ୟା ରହିଥିବା ସୂଚନା ରହିଛି। ପୂର୍ବରୁ ଏହି ମହାବାତ୍ୟା ପଶ୍ଚିମବଙ୍ଗରେ ରାତିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ ରହିଥିଲା। ଏବେ କିନ୍ତୁ ଆଗୁଆ ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ ବୋଲି ଜଣାପଡ଼ିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫-୧୬୫ କିଲୋମିଟର ରହିବ ବୋଲି ଆକଳନ ହୋଇଛି। ସର୍ବାଧିକ ବେଗ ୧୮୦କିଲୋମିଟର ହୋଇପାରେ। ପଶ୍ଚିମବଙ୍ଗ ମୁହାଁ […]

cyclone-amphan

cyclone-amphan

Subhransu Sekhar
  • Published: Wednesday, 20 May 2020
  • Updated: 20 May 2020, 02:23 PM IST

Sports

Latest News

ଭୁବନେଶ୍ୱର: ସଂଧ୍ୟାରେ ପଶ୍ଚିମଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ମାହାବାତ୍ୟା ଅମ୍ଫାନ୍। ଏବେ ପାରାଦ୍ୱୀପଠାରୁ ୧୨୦ କିଲୋମିଟର ଦୂରରେ ଏହି ମହାବାତ୍ୟା ରହିଥିବା ସୂଚନା ରହିଛି। ପୂର୍ବରୁ ଏହି ମହାବାତ୍ୟା ପଶ୍ଚିମବଙ୍ଗରେ ରାତିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ ରହିଥିଲା। ଏବେ କିନ୍ତୁ ଆଗୁଆ ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ ବୋଲି ଜଣାପଡ଼ିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫-୧୬୫ କିଲୋମିଟର ରହିବ ବୋଲି ଆକଳନ ହୋଇଛି। ସର୍ବାଧିକ ବେଗ ୧୮୦କିଲୋମିଟର ହୋଇପାରେ।

ପଶ୍ଚିମବଙ୍ଗ ମୁହାଁ ଏହି ମହାବାତ୍ୟା ଯାଉଥିବାରୁ ପାରାଦ୍ୱୀପରେ ବାତ୍ୟାର ତୀବ୍ରତା ଅପସରି ଯାଉଥିବାବେଳେ ପବନର ବେଗ ମଧ୍ୟ କମିଛି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଓ୍ୱାର୍ଣ୍ଣିଂ ମୁଖ୍ୟ ଆର.କେ ଜେନାମଣି।

ତେବେ ପାରାଦ୍ୱୀପରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ମଝିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ରହିଛି। ତେଣୁ ଏହି ଏହି ତିନି ଜିଲ୍ଲାରେ ଏବେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ଏମିତିକି ସକାଳେ ଯେଉଁ ବେଗରେ ପବନ ବହୁଥିଲା ତାଠାରୁ ଅଧିକ ରହିବ ପବନର ବେଗ। ଏଯାବାତ ବାତ୍ୟା ଅମ୍ଫାନ୍ ପୂର୍ବ ଆକଳନ ଅନୁସାରେ ଠିକ୍ ଗତିପଥରେ ଗତି କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story