ବିଜେଡି ଚାପରେ ପଡ଼ି ବିଜେପିକୁ ସମର୍ଥନ କରୁଛି: ଡି.ରାଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା ।  ଆଞ୍ଚଳିକ ଦଳ ଗୁଡିକୁ ଡରାଇବା ପାଇଁ ଇଡି, ସିବିଆଇ, ଆଇଟିକୁ କେନ୍ଦ୍ର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । ଏହାଛଡ଼ ବିଜେପି-ବିଜେଡି ସଂପର୍କ ନେଇ ମଧ୍ୟ ମତ ରଖିଛନ୍ତି ଡି.ରାଜା।  ନର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ସଂପର୍କ ଥିଲା, ରାଜ୍ୟସଭା ନିର୍ବାଚନରେ ଏହା ପଦାକୁ ଆସିଲା ବୋଲି ସେ କହିଛନ୍ତି। ସେହିପରି ଓ୍ୱାନ ନେସନ, ଓ୍ୱାନ […]

rty

Tapas Behera
  • Published: Sunday, 30 June 2019
  • , Updated: 30 June 2019, 03:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା ।  ଆଞ୍ଚଳିକ ଦଳ ଗୁଡିକୁ ଡରାଇବା ପାଇଁ ଇଡି, ସିବିଆଇ, ଆଇଟିକୁ କେନ୍ଦ୍ର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । ଏହାଛଡ଼ ବିଜେପି-ବିଜେଡି ସଂପର୍କ ନେଇ ମଧ୍ୟ ମତ ରଖିଛନ୍ତି ଡି.ରାଜା।  ନର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ସଂପର୍କ ଥିଲା, ରାଜ୍ୟସଭା ନିର୍ବାଚନରେ ଏହା ପଦାକୁ ଆସିଲା ବୋଲି ସେ କହିଛନ୍ତି।

ସେହିପରି ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ ଦେଶରେ ସମ୍ଭବ ନୁହେଁ ବୋଲି ସେ କହିବା ସହ ଏହା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ତେବେ ଡି. ରାଜାଙ୍କ ଆକ୍ଷେପ ନେଇ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Related story