ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକ ଜଣକ ଡୁମୁଡୁମା ଅଞ୍ଚଳର ଜ୍ୟୋତିରଞ୍ଜନ ବଳିୟାରସିଂହ। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଘଟଣା ସଂପର୍କରେ ଜଣାପଡ଼ିବା ପରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।  ମୃତ ଯୁବକ ଜ୍ୟୋତିରଞ୍ଜନ ଏକ ଜିମ୍‌ରେ ଟ୍ରେନର୍  ଭାବେ କାର୍ଯ୍ୟ କରୁଥିଲେ।  

deadbody

deadbody

Rakesh Mallick
  • Published: Monday, 16 July 2018
  • Updated: 16 July 2018, 12:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକ ଜଣକ ଡୁମୁଡୁମା ଅଞ୍ଚଳର ଜ୍ୟୋତିରଞ୍ଜନ ବଳିୟାରସିଂହ। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଘଟଣା ସଂପର୍କରେ ଜଣାପଡ଼ିବା ପରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।  ମୃତ ଯୁବକ ଜ୍ୟୋତିରଞ୍ଜନ ଏକ ଜିମ୍‌ରେ ଟ୍ରେନର୍  ଭାବେ କାର୍ଯ୍ୟ କରୁଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos