ଡିସେମ୍ବରରେ ଭୁବନେଶ୍ୱରରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଜାତୀୟ ସମ୍ମିଳନୀ  

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଓ ଉପକୂଳ ଅବକ୍ଷୟ ନେଇ ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ସମ୍ମିଳନୀ। ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ। ଏଥିରେ ବିଦେଶରୁ ୧୨ ଜଣ ବିଶେଷଜ୍ଞ ଓ ଦେଶରୁ ପ୍ରାୟ ୩୫୦ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ପାଣିପାଗ ସୋସାଇଟି ଓ ଓଡ଼ିଶା ସରକାରଙ୍କ ସହଯୋଗିତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ସମ୍ମିଳନୀ ପାଇଁଗତକାଲି ମୁଖ୍ୟ ଶାସନ […]

sea

sea

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 09:25 AM IST

Sports

Latest News

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଓ ଉପକୂଳ ଅବକ୍ଷୟ ନେଇ ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ସମ୍ମିଳନୀ। ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ। ଏଥିରେ ବିଦେଶରୁ ୧୨ ଜଣ ବିଶେଷଜ୍ଞ ଓ ଦେଶରୁ ପ୍ରାୟ ୩୫୦ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ପାଣିପାଗ ସୋସାଇଟି ଓ ଓଡ଼ିଶା ସରକାରଙ୍କ ସହଯୋଗିତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ସମ୍ମିଳନୀ ପାଇଁଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story