ଡେକାନ୍ କ୍ରନିକାଲ୍ ଉପାଧ୍ୟକ୍ଷ ପିକେ ଆୟାର ଗିରଫ ଘଟଣା: ଚିତ୍ରା ଆଥୱାନୀଙ୍କୁ ମିଳିଲା ହାଇକୋର୍ଟରୁ ଆଗୁଆ ଜାମିନ

କଟକ: ଡେକାନ୍ କ୍ରନିକାଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଶୁକ୍ରବାର ହାଇକୋର୍ଟ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି। ଜୁଲାଇ ୧ରେ ଚିତ୍ରା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୩ରେ କମିଶନରେଟ୍ ପୋଲିସ ଚିତ୍ରାଙ୍କୁ ଜେରା କରି ଦିଲ୍ଲୀରୁ ଫେରିଥିଲା। ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନ ଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା […]

athawan-

athawan-

Rakesh Mallick
  • Published: Friday, 11 September 2015
  • Updated: 11 September 2015, 03:48 PM IST

Sports

Latest News

କଟକ: ଡେକାନ୍ କ୍ରନିକାଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ଶୁକ୍ରବାର ହାଇକୋର୍ଟ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି। ଜୁଲାଇ ୧ରେ ଚିତ୍ରା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୩ରେ କମିଶନରେଟ୍ ପୋଲିସ ଚିତ୍ରାଙ୍କୁ ଜେରା କରି ଦିଲ୍ଲୀରୁ ଫେରିଥିଲା। ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନ ଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା ଅସୁସ୍ଥ ଥିବାରୁ ହାଜର ହୋଇ ପାରୁନଥିବା ଦର୍ଶାଇଥିଲେ।

ବହୁକୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୁକ୍ତ ଡେକାନ୍ କ୍ରୋନିକିଲ୍ ଭାଇସ୍ ପ୍ରେସିଡେଣ୍ଟ ପିକେ ଆୟାର ଚିତ୍ରାଙ୍କ ନାଁରେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଟ୍ରାଇଡେଣ୍ଟରେ ବୁକ୍ ହୋଇଥିବା ରୁମରେ ରହୁଥିଲେ। ରାଜ୍ୟ ଗୁଇନ୍ଦା ସୂଚନା ମୁତାବକ କମିଶନରେଟ୍ ପୋଲିସ ଗତ ଜୁନ୍ ୫ ତାରିଖ ରାତିରେ ହୋଟେଲରେ ଚଢ଼ାଉ କରି ଆୟାରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story