ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ନକ୍ସଲଙ୍କୁ ଅପିଲ୍‌ କଲେ ଡିଜି ଅଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଆଜି ଏହି ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି ଅଭୟ। ସେ କହିଛନ୍ତି, “ନକ୍ସଲମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୯ରେ ମୋଟ୍‌ ୧୩ ଜଣ ଆତ୍ମସମର୍ପଣ କରିଛନ୍ତି। ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ନକ୍ସଲ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଲାଲବାହୀନୀ ପ୍ରଭାବ କମୁଥିବାରୁ SRE ତାଲିକାରୁ ବାଦ ପଡ଼ିଛି ରାଜ୍ୟର ୫ ଜିଲ୍ଲା। ସେହି […]

abhaya

abhaya

Manoranjan Sial
  • Published: Friday, 10 July 2020
  • Updated: 10 July 2020, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଆଜି ଏହି ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି ଅଭୟ।

ସେ କହିଛନ୍ତି, “ନକ୍ସଲମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୯ରେ ମୋଟ୍‌ ୧୩ ଜଣ ଆତ୍ମସମର୍ପଣ କରିଛନ୍ତି। ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ନକ୍ସଲ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଲାଲବାହୀନୀ ପ୍ରଭାବ କମୁଥିବାରୁ SRE ତାଲିକାରୁ ବାଦ ପଡ଼ିଛି ରାଜ୍ୟର ୫ ଜିଲ୍ଲା। ସେହି ଜିଲ୍ଲା ଗୁଡ଼ିକ ହେଲେ- ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଓ ନୟାଗଡ଼। ଏପରିକି ଏହି ଜିଲ୍ଲା ଗୁଡ଼ିକ ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।”

ସେ ଆହୁରି କହିଛନ୍ତି-“ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ନକ୍ସଲ ପ୍ରଭାବିତ SRE ଜିଲ୍ଲା ତାଲିକାରୁ ବାଦ ଦିଆଯାଇଥିଲା। ଏହି ନକ୍ସଲ ପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଏସ୍‌ଆର୍‌ଇ ଯୋଜନାରେ ବିକାଶ ମୂଳକ କାମ ଚାଲୁ ରହିଥିଲା। ରାଜ୍ୟରେ ନକ୍ସଲ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story