‘ଆପଣ ଓଡ଼ିଶାବାସୀଙ୍କ କୋହକୁ ଜାଣିପାରୁ ନାହାଁନ୍ତି, ଅଭିଶାପ ପଡ଼ିବ’

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 01:57 PM IST
<p>ଭୁବନେଶ୍ୱର: କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,&ldquo; କ୍ଷମତାର ମଦମସ୍ତରେ ବିଭୋର ହୋଇ ଆପଣ ନିଶାସକ୍ତ ହୋଇପଡ଼ିଛନ୍ତି। ଓଡ଼ିଶା ଲୋକଙ୍କ ଭିତରେ କୋହକୁ ଜାଣି ପାରୁ ନାହାନ୍ତି। ତେଣୁ ଅଭିଶାପ ପଡ଼ିବ। ହରିଆଣାରେ ଏପରି ଘଟଣାରେ ସିବିଆଇ ତଦନ୍ତ ହୋଇଥିଲା। ତେଣୁ ସତସାହାସ ଓ ନୈତିକତା ଥିଲେ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ।&nbsp; ନାରୀକୁ ଦୁଷ୍କର୍ମ, ଦୁର୍ବ୍ୟବହାର ଓ ନିର୍ଯାତନା କ&rsquo;ଣ ଆଦର୍ଶ। ବିଜୁ ବାବୁ କ&rsquo;ଣ ଏହି ସ୍ୱପ୍ନ ଦେଖିଲେ।&rdquo;</p> <p>ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଆଉ କ&rsquo;ଣ କହୁଛନ୍ତି ଏ ଭିଡ଼ିଓରେ ଦେଖନ୍ତୁ।</p>

Related story