ଭୁଲ୍‌ କରିଦେଲେ ଡାକ୍ତର! ମହିଳାଙ୍କ ପେଟ୍‌ରେ ଗଜକପଡ଼ା ଛାଡ଼ିଦେଲେ

ରାୟଗଡ଼ା (ମାଉଡି ବାରିକ): ଡାକ୍ତରଙ୍କୁ ମାନବ ରୂପୀ ଭଗବାନ ବୋଲି କୁହାଯାଏ। ହେଲେ ଏହି ଭଗବାନ ଆଜି ଗୁରୁତର ତ୍ରୁଟି କରିଛନ୍ତି। ମହିଳାଙ୍କୁ ପ୍ରସବ ଜନିତ ଅସ୍ତ୍ରୋପଚାର କରି ପେଟରେ ଗଜ କପଡ଼ା ଛାଡ଼ି ଦେଲେ। ଦୀର୍ଘ ୬ ମାସ ଧରି ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ବିଶାଖାପାଟଣାରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରେସନ୍‌ କରାଯାଇ ତାଙ୍କ ପେଟରୁ ବାହାର କରାଗଲା ଗଜକପଡ଼ା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ […]

Kalyansinghpur

Kalyansinghpur

Manoranjan Sial
  • Published: Tuesday, 22 March 2022
  • Updated: 22 March 2022, 08:47 PM IST

Sports

Latest News

ରାୟଗଡ଼ା (ମାଉଡି ବାରିକ): ଡାକ୍ତରଙ୍କୁ ମାନବ ରୂପୀ ଭଗବାନ ବୋଲି କୁହାଯାଏ। ହେଲେ ଏହି ଭଗବାନ ଆଜି ଗୁରୁତର ତ୍ରୁଟି କରିଛନ୍ତି। ମହିଳାଙ୍କୁ ପ୍ରସବ ଜନିତ ଅସ୍ତ୍ରୋପଚାର କରି ପେଟରେ ଗଜ କପଡ଼ା ଛାଡ଼ି ଦେଲେ। ଦୀର୍ଘ ୬ ମାସ ଧରି ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ବିଶାଖାପାଟଣାରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରେସନ୍‌ କରାଯାଇ ତାଙ୍କ ପେଟରୁ ବାହାର କରାଗଲା ଗଜକପଡ଼ା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ।

ପୂରା ଘଟଣାଟି ଏମିତି। ୨୦୨୧ ଅକ୍ଟୋବର ୩ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗାଁର ଚେତନ ହଳବାଙ୍କ ସ୍ତ୍ରୀ କାଞ୍ଚନ ପ୍ରସବ ବେଦନା ପାଇଥିଲେ। ତାଙ୍କୁ ରାୟଗଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନର୍ମାଲ୍‌ ପ୍ରସବ ହୋଇନଥିଲା। ତେଣୁ ଅସ୍ତ୍ରୋପଚାର କରାଯାଇ ପିଲା ବାହାର କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର ଲତିକା ବେହେରା ଅସ୍ତ୍ରୋପଚାର କରିଥିବା ଅଭିଯୋଗ ହୋଇଛି।

ଅସ୍ତ୍ରପଚାର ୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୮ ତାରିଖରେ ସୁସ୍ଥ କହି ଡିସ୍‌ଚାର୍ଜ କରିଥିଲେ ମେଡିକାଲ୍‌ କର୍ତ୍ତୃପକ୍ଷ। ଏହା ପରେ କାଞ୍ଚନ ଘରକୁ ଚାଲି ଆସିଲେ। ଘରେ ପହଞ୍ଚିବାର ୧୫ ଦିନ ପରେ ପୁଣି କାଞ୍ଚନଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ପୁଣି ଥରେ ରାୟଗଡ଼ା ମେଡିକାଲକୁ ନେଇଥିଲେ ପରିବାର ଲୋକ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି କିଛି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ।

୩ ମାସ ପରେ ପୁଣି ଥରେ କାଞ୍ଚନଙ୍କ ପେଟ ଯନ୍ତ୍ରଣା କରିଥିଲା। ଦିନକୁ ଦିନ ଯନ୍ତ୍ରଣା ବଢ଼ିଲା। ଯନ୍ତ୍ରଣା ଅସମ୍ଭାଳ ହେବାରୁ କାଞ୍ଚନଙ୍କୁ ୨୦୨୨ ଜାନୁଆରୀ ୩୧ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶରେ ସେଠାରେ ତାଙ୍କର ଆଲଟ୍ରା ସାଉଣ୍ଡ କରାଯାଇଥିଲା। ଆଉ ସେଥିରୁ ଜାଣିପଡ଼ିଲା ଯେ, ପେଟର କୌଣସି ବସ୍ତୁ ରହିଛି। ଏକଥା ଜାଣିବା ପରେ କାଞ୍ଚନଙ୍କ ସ୍ୱାମୀ ଚେତନ ହଲବା ହତବାକ୍‌ ହୋଇଯାଇଥିଲେ। ଓଡ଼ିଶାର ମେଡିକାଲ ସେବା ଉପରେ ତାଙ୍କର ଆଉ ଭରଷା ପାଇଲା ନାହିଁ।

ତେଣୁ ଚେତନ ନିଜର ଜମିବାଡ଼ି ବନ୍ଧା ପକାଇ ପତ୍ନୀଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ହିନ୍ଦୁସ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ଫେବ୍ରୁଆରୀ ୫ ତାରିଖରେ କଞ୍ଚନଙ୍କ ପେଟ ଅପରେସନ କରାଯାଇ ବଡ଼ ଗଜ କପଡା ବାହାର କରିଥିଲେ ଡାକ୍ତର। ଏଥିପାଇଁ ଆନୁମାନିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବୋଲି ଚେତନା ହଲବା କହିଛନ୍ତି।

ଡାକ୍ତରଙ୍କ ଏପରି ତ୍ରୁଟିପୂର୍ଣ୍ଣ ଅପରେସନ୍‌ ନେଇ ଚେତନ ରାୟଗଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ଏନେଇ ସିଡିଏମଓ ଲାଲମୋହନ ରାଉତରାୟ କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story