ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ଓ ସୁନାବେଶ ହୋଇଛି। ମହାପ୍ରଭୁଙ୍କ ଏହି ବେଶ୍‌ ଦର୍ଶନ କରିବା ପାଇଁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗୋଟିଏ ସମୟରେ ଏମିତି ହୋଇଥିଲା ଯେ, ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ। ଅନ୍ୟ ପକ୍ଷରେ ଆଜି ଶ୍ରୀମନ୍ଦିରରୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣିବିମାନରେ ଆସି ଦୋଳବେଦୀରେ ହୋଲି ଖେଳିଥିଲେ। ଆଜି ପାଳିତ ହୋଇଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ଓ ରାଜରାଜେଶ୍ଵର […]

Puri Temple

Puri Temple

Manoranjan Sial
  • Published: Friday, 18 March 2022
  • Updated: 18 March 2022, 10:20 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ଓ ସୁନାବେଶ ହୋଇଛି। ମହାପ୍ରଭୁଙ୍କ ଏହି ବେଶ୍‌ ଦର୍ଶନ କରିବା ପାଇଁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗୋଟିଏ ସମୟରେ ଏମିତି ହୋଇଥିଲା ଯେ, ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ। ଅନ୍ୟ ପକ୍ଷରେ ଆଜି ଶ୍ରୀମନ୍ଦିରରୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣିବିମାନରେ ଆସି ଦୋଳବେଦୀରେ ହୋଲି ଖେଳିଥିଲେ।

ଆଜି ପାଳିତ ହୋଇଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ଓ ରାଜରାଜେଶ୍ଵର ବେଶ। ଏହି ଅବସରରେ ମହାପ୍ରଭୁ ରାଜରାଜେଶ୍ଵର ବା ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ଖଇକୋରା ଭୋଗ କରାଯାଇ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ସେବାୟତ। ଏହି ବେଶ ଦର୍ଶନ ପାଇଁ ଓ ଦୋଳ ଉତ୍ସବରେ ସାମିଲ ହେବାକୁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା। ନୀତିରେ ବିଳମ୍ବ ଯୋଗୁ ବହୁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରବଳ ଖରା ଯୋଗୁ ଭକ୍ତଙ୍କ ଧୈର୍ଯ୍ୟ ଚ୍ୟୂତି ଘଟିବାରୁ ସେମାନେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅଳ୍ପ ସଂଖ୍ୟକ ସୁରକ୍ଷାକର୍ମୀ ଏଭଳି ଜନସମାଗମକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।

https://twitter.com/JagannathaDhaam/status/1504800897011892230?s=20&t=qecWn_eGWEVa1MVT0TAm1g

କୋଭିଡ୍‌ କଟକଣା ଯୋଗୁ ପ୍ରାୟ ଦୁଇବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାରୁ ବଞ୍ଚିତ ହୋଇଥିଲେ ଭକ୍ତ। ସେହିପରି ଦୋଳ ଉତ୍ସବରେ ସାମିଲ ହେବା ଉପରେ ମଧ୍ୟ କଟକଣା ରହିଥିଲା। କଟକଣା ହଟିବା ପରେ ଆଜି ସୁନାବେଶ ଦେଖିବା ଓ ଦୋଳ ଉତ୍ସବ ସାମିଲ୍‌ ହେବା ପାଇଁ ହାତ ଛଡ଼ା କରିନାହାନ୍ତି ଭକ୍ତ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣିବିମାନରେ ଦୋଳବେଦୀକୁ ଆସି ଦୋଳ ଉତ୍ସବରେ ସାମିଲ ହୋଇଥିଲେ। ଦୋଳବେଦୀରେ ମଣିବିମାନରେ ଚଳନ୍ତି ପ୍ରତିମା ସେବାୟତ ଓ ଭକ୍ତଙ୍କ ସହ ହୋଲି ଖେଳିଥିଲେ। ପ୍ରବଳ ଭକ୍ତଙ୍କ ସମାଗ ଦେଖି ଏଣିକି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଆବଶ୍ୟକ ବୋଲି ସେବାୟତ ଓ ପରିଚାଳନା କମିଟି ସଦସ୍ୟମାନେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story