ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ କାଲି ଭୋରୁ ସମୟରେ ଲ୍ୟାଣ୍ଡଫଲ୍‌ କରିବ। ଏହି ସମୟରେ ବାହାରକୁ ଯାଇ ସେଲ୍‌ଫି ଉଠାନ୍ତୁ ନାହିଁ। ଆଜି ଏପରି ନିବେଦନ କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ଯୁବ ବର୍ଗଙ୍କୁ ନିବେଦନ କରି ଏସ୍‌ଆର୍‌ସି କହିଛନ୍ତି, ବାତ୍ୟା ପବନ ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁନି। ସାମାନ୍ୟ ଖୁସି ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁନି। ସେହିପରି ମା’ ଓ ମାଉସୀମାନଙ୍କୁ ମଧ୍ୟ ଏସ୍‌ଆର୍‌ସି ନିବେଦନ କରିଛନ୍ତି। ପବନ ବେଳେ ଆମ୍ବ, ପଣସ, […]

selfies

selfies

Manoranjan Sial
  • Published: Tuesday, 25 May 2021
  • Updated: 26 May 2021, 12:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ କାଲି ଭୋରୁ ସମୟରେ ଲ୍ୟାଣ୍ଡଫଲ୍‌ କରିବ। ଏହି ସମୟରେ ବାହାରକୁ ଯାଇ ସେଲ୍‌ଫି ଉଠାନ୍ତୁ ନାହିଁ। ଆଜି ଏପରି ନିବେଦନ କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

ଯୁବ ବର୍ଗଙ୍କୁ ନିବେଦନ କରି ଏସ୍‌ଆର୍‌ସି କହିଛନ୍ତି, ବାତ୍ୟା ପବନ ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁନି। ସାମାନ୍ୟ ଖୁସି ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁନି। ସେହିପରି ମା’ ଓ ମାଉସୀମାନଙ୍କୁ ମଧ୍ୟ ଏସ୍‌ଆର୍‌ସି ନିବେଦନ କରିଛନ୍ତି। ପବନ ବେଳେ ଆମ୍ବ, ପଣସ, ନଡ଼ିଆ ଗୋଟାଇବାକୁ ଯାଆନ୍ତୁ ନାହିଁ। ଆମ୍ବ, ନଡ଼ିଆ ଅପେକ୍ଷା ଜୀବନ ମୂଲ୍ୟବାନ। ଲୋଭ ସମ୍ବରଣ କରନ୍ତୁ ବୋଲି ଏସ୍‌ଆର୍‌ସି କହିଛନ୍ତି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଏସ୍‌ଆର୍‌ସି ଆହୁରି କହିଛନ୍ତି-“ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍‌। ସେମାନଙ୍କ ଭିତରେ ଅଛନ୍ତି NDRF ୫୨ଟିମ୍, ଓଡ୍ରାଫ୍ ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍ ମୁତୟନ। ସେହିପରି ବନ ବିଭାଗର ୮୬ ଗଛ କଟାଳି ଟିମ୍‌ ମଧ୍ୟ ମୁତୟନ କରାଯାଇଛି। ଜରୁରୀ ସ୍ଥିତି ପାଇଁ ୮ଟି ଟିମ୍ ରିଜର୍ଭ ରଖାଯାଇଛି।”

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ୟାସ୍ ବାତ୍ୟା ମୁଖ୍ୟତଃ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅଧିକ ପ୍ରଭାବିତ କରିବ। ଏହି ବାତ୍ୟା ବାହାନଗା ଓ ବାସୁଦେବପୁର ବ୍ଲକ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହା ପଶ୍ଚିମରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ଅଂଚଳ ଦେଇ ବୁଧବାର ରାତି ୯ଟା ସୁଦ୍ଧା ଓଡ଼ିଶାରୁ ଝାଡ଼ଖଣ୍ଡକୁ ପଳାଇବ।

ଏହି ବାତ୍ୟା ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ୫ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ୩୦ଟି ବ୍ଲକରେ ୫୦ରୁ ୧୦୦ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକର ଚାନ୍ଦବାଲି, ଜଗତସିଂହପୁରର କୁଜଙ୍ଗ, କେନ୍ଦ୍ରାପଡ଼ାର ରାଜନଗର ଓ କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାର ଅସ୍ତରଙ୍ଗଠାରେ ୧୦୪ରୁ ୧୧୫ମିମି ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର ନାଉଗାଁରେ ୯୯ମିମି, ବାଲିକୁଦାରେ ୯୬ମିମି, ତିର୍ତ୍ତୋଲରେ ୯୨ମିମି, ଏରସମାରେ ୮୮ମିମି, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୯୭ମିମି ବର୍ଷା ରେକର୍ଡ କରାଯାଇଛି

ଆସନ୍ତାକାଲି ସକାଳେ ଭଦ୍ରକ ଜିଲ୍ଲା ଧାମରା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ୟାସ୍‌। ଏହାର ପ୍ରଭାବରେ ଆଜି ରାତି ସାରା ବର୍ଷା ହେବ। ଏହି ସମୟରେ ଘଟା ପ୍ରତି ୧୫୫ରୁ ୧୬୦ କିମି ବେଗରେ ପବନ ବୋହିବ। ୟାସ୍‌ ଲ୍ୟାଣ୍ଡଫଲ କରି ବାସୁଦେବପୁର, ବାହାନଗା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ଝାଡ଼ଖଣ୍ଡକୁ ପଳାଇବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story