ଟଙ୍କା ଲୁଟ୍‌ କରି ମାଲିକଙ୍କୁ କାହାଣୀ କହିଥିଲା ଡ୍ରାଇଭର, ସବୁ ଚାଲ୍‌ ଧରାପଡ଼ିଗଲା

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ମାଲିକଙ୍କୁ ଧୋକା ଦେଇଥିଲା ଡ୍ରାଇଭର। ନିଜେ ଟଙ୍କା ଚୋରି କରି କାର୍‌ କାଚ ଭାଙ୍ଗି ଲୁଟ୍‌ର ଶିକାର ହୋଇଥିବା ଅଭିନୟ କରିଥିଲା। ଆଉ ମାଲିକଙ୍କୁ କହିଥିଲା ମନଗଢ଼ା କାହାଣୀ। ମାଲିକ ମଧ୍ୟ ତା’ କାହାଣୀକୁ ବିଶ୍ୱାସ କରି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଲେ। ହେଲେ ପୁଲିସ୍‌ର ଛଞ୍ଚାଣ ଆଖିରୁ ବର୍ତ୍ତି ପାରି ନଥିଲା ୪୨୦ ଡ୍ରାଇଭ। ସ୍ପଟ୍‌ ଭିଜିଟ୍‌ ପରେ ପୁଲିସର ସନ୍ଦେହ ଘେରକୁ ଆସିଥିଲା ଡ୍ରାଇଭର। ଆଉ ଜେରା […]

Chaudwar

Chaudwar

Manoranjan Sial
  • Published: Friday, 07 January 2022
  • Updated: 07 January 2022, 09:34 PM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ମାଲିକଙ୍କୁ ଧୋକା ଦେଇଥିଲା ଡ୍ରାଇଭର। ନିଜେ ଟଙ୍କା ଚୋରି କରି କାର୍‌ କାଚ ଭାଙ୍ଗି ଲୁଟ୍‌ର ଶିକାର ହୋଇଥିବା ଅଭିନୟ କରିଥିଲା। ଆଉ ମାଲିକଙ୍କୁ କହିଥିଲା ମନଗଢ଼ା କାହାଣୀ। ମାଲିକ ମଧ୍ୟ ତା’ କାହାଣୀକୁ ବିଶ୍ୱାସ କରି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଲେ। ହେଲେ ପୁଲିସ୍‌ର ଛଞ୍ଚାଣ ଆଖିରୁ ବର୍ତ୍ତି ପାରି ନଥିଲା ୪୨୦ ଡ୍ରାଇଭ। ସ୍ପଟ୍‌ ଭିଜିଟ୍‌ ପରେ ପୁଲିସର ସନ୍ଦେହ ଘେରକୁ ଆସିଥିଲା ଡ୍ରାଇଭର। ଆଉ ଜେରା ବେଳେ ଉଗାରି ଥିଲା ସତ। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡ୍ରାଇଭର ହେଉଛି କୃଷ୍ଣ ଚନ୍ଦ୍ର ବେହେରା ଓରଫ କୁଶ।

ଗତ ୫ ତାରିଖରେ କୁଶ ଚୌଦ୍ୱାର ଧବଳେଶ୍ୱର ଫିଲିଂ ଷ୍ଟେସନ୍‌ରୁ ୧,୩୩,୯୩୪ ଟଙ୍କା ଧରି ନିଜ ମାଲିକ ବିଭୁତି ଭୂଷଣ ସାହୁଙ୍କ ଘର କଟକ ସିଡିଏ ସେକ୍ଟର-୧୦କୁ କାର୍‌ରେ ଯାଉଥିଲା। ହେଲେ ଅଧା ବାଟରେ ନଗଦ ଟଙ୍କା ଦେଖି ଲାଳାୟିତ ହୋଇଥିଲା। ଆଉ ସେହି ଟଙ୍କାକୁ ଗାଏବ କରିବା ପାଇଁ ଯୋଜନା କରିଥିଲା।

ଯୋଜନା ମୁତାବକ କୁଶ ପେଟ୍ରୋଲ୍‌ ପମ୍ପରୁ ଆଣିଥିବା ଟଙ୍କାକୁ ଏକ ବୁଦା ମୂଳରେ ଲୁଚାଇ ଦେଇଥିଲା। ଏହା ପରେ ସେ ନିଜ ମୋବାଇଲ୍‌କୁ ମହାନଦୀକୁ ଫିଙ୍ଗି ଦେଇବା ସହିତ ଆଙ୍ଗୁଠିକୁ ଖଣ୍ଡିଆ କରିଦେଇଥିଲା। ଏଥିସହ କାର୍‌ର କାଚ ଭାଙ୍ଗି ଦେଇ ରକ୍ତାକ୍ତ ଅବସ୍ଥାରେ ମାଲିକଙ୍କ ଘରେ ପହଞ୍ଚି ଥିଲା। ଆଉ ଲୁଟ୍‌ର ଶିକାର ହୋଇଥିବାର କାହାଣୀ କହିଥିଲା କୁଶ। ନିଜ ଡ୍ରାଇଭରଠାରୁ ସବୁ କଥା ଶୁଣିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ବିଭୁତି। ତା’ପର ଦିନ ଅର୍ଥାତ ୬ ତାରିଖରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବିଭୁତି ଭୂଷଣ ସାହୁଙ୍କ ଅଭିଯୋଗ ଅନୁସାରେ ପେଟ୍ରୋଲ୍‌ ପମ୍ପରୁ ଟଙ୍କା ଧରି କୁଶ କାର୍‌ରେ କଟକ ଅଭିମୁଖେ ଆସୁଥିଲେ। ତେବେ ନୂଆପାଟଣା ବ୍ରିଜ୍‌ ଉପରେ ଚାରି ଜଣ ଯୁବକ ଏକ ବୋଲେରୋରେ ଆସି କାର୍‌ ଆଗରେ ଛିଡ଼ା ହୋଇଯାଇଥିଲେ। ଏହା ପରେ କାର୍‌ର କାଚ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ସେମାନଙ୍କ ଭିତରୁ ଜଣେ କୁଶକୁ ଗନ୍‌ ପଏଣ୍ଟରେ ରଖିଥିଲା ଓ ଅନ୍ୟ ଜଣେ ଟଙ୍କା ବ୍ୟାଗ ଏବଂ ମୋବାଇଲ୍‌ ଧରି ଚମ୍ପଟ ମାରିଥିଲା ବୋଲି ବିଭୁତି ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ କୁଶକୁ ଧରି ବ୍ରିଜ୍‌ ଉପରକୁ ଯାଇଥିଲା। ସେଠାରେ ଯାଞ୍ଚ ପରେ ପୁଲିସ୍‌ର ସନ୍ଦେହ ଆଖି କୁଶ ଉପରେ ପଡ଼ିଥିଲା। ତାକୁ ଜେରା ପରେ ନିଜେ ଲୁଟ୍‌ କରିଥିବା ସ୍ୱୀକାର କରିଛି। ଏହା ପରେ ପୁଲିସ କୁଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story