ସରକାରୀ ଲିଜ୍ ଜମିର କିଣାବିକା ହେବ ସହଜ: ପ୍ରଥମ ପର୍ଯ୍ୟାୟରେ ୫ ସହରରେ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକରେ ସରକାରଙ୍କଠୁ ନେଇଥିବା ସମସ୍ତ ଲିଜ୍ ଜମି ଓ ଆବଣ୍ଟିତ ଜମିକୁ ରାଜ୍ୟ ସରକାର ଫ୍ରି ହୋଲଡ୍ କରିବେ। ଯାହାଫଳରେ ଏହି ଜମିଗୁଡ଼ିକର କିଣାବିକା ଉପରେ ଆଉ ସମସ୍ୟା ରହିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ବିଡିଏ ଓ ସିଡିଏ ଅଂଚଳ ସମେତ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଥିବା ସମସ୍ତ ସରକାରୀ ଲିଜ୍ ଜମି ଓ ଆବଣ୍ଟିତ ଜମିକୁ ଫ୍ରି-ହୋଲଡ୍ କରିବାକୁ ପଦକ୍ଷେପ ନିଆଯିବ। ଆଜି ଏନେଇ ଗଣମାଧ୍ୟମକୁ ସୂଚନା […]

bbsr-land-grab-eradication

bbsr-land-grab-eradication

Ordigital Desk
  • Published: Tuesday, 28 December 2021
  • Updated: 28 December 2021, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଓ କଟକରେ ସରକାରଙ୍କଠୁ ନେଇଥିବା ସମସ୍ତ ଲିଜ୍ ଜମି ଓ ଆବଣ୍ଟିତ ଜମିକୁ ରାଜ୍ୟ ସରକାର ଫ୍ରି ହୋଲଡ୍ କରିବେ। ଯାହାଫଳରେ ଏହି ଜମିଗୁଡ଼ିକର କିଣାବିକା ଉପରେ ଆଉ ସମସ୍ୟା ରହିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ବିଡିଏ ଓ ସିଡିଏ ଅଂଚଳ ସମେତ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଥିବା ସମସ୍ତ ସରକାରୀ ଲିଜ୍ ଜମି ଓ ଆବଣ୍ଟିତ ଜମିକୁ ଫ୍ରି-ହୋଲଡ୍ କରିବାକୁ ପଦକ୍ଷେପ ନିଆଯିବ।

ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କଟକ ଓ ଭୁବନେଶ୍ୱର ସହରରେ ସିଡିଏ ଓ ବିଡିଏ କର୍ତ୍ତୃପକ୍ଷଙ୍କ ଦ୍ୱାରା ଖୁବଶୀଘ୍ର ସର୍ଭେ କରାଯିବ। ସରକାରଙ୍କ ବିଭିନ୍ନ ସଂସ୍ଥା ଦ୍ୱାରା ଆବଣ୍ଟିତ ସରକାରୀ ଜମି ଏବେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି। ତେବେ ଏସବୁ ଲିଜ୍ ଜମିଗୁଡ଼ିକୁ ଫ୍ରି-ହୋଲଡ୍ କରାଯିବ। ଯାହାଫଳରେ ଏହି ଜମିଗୁଡ଼ିକ ଆବଣ୍ଟିତ ହୋଇଥିବା ବ୍ୟକ୍ତିମାନେ ତାକୁ କିଣାବିକା କରିପାରିବେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଭଳି ଲିଜ୍ ଜମିଗୁଡ଼ିକୁ ଫ୍ରି-ହୋଲଡକୁ ପରିବର୍ତ୍ତନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହାବ୍ୟତୀତ ହାଉସିଂ ବୋର୍ଡ ଓ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଆବଣ୍ଟିତ ଲିଜ୍ ଜମିଗୁଡ଼ିକୁ ମଧ୍ୟ ଫ୍ରି-ହୋଲଡ୍ କରିବା ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସରକାରୀ ଜମିଗୁଡ଼ିକର ଲିଜ୍ ନେଇଥିବା କଟକର ସିଡିଏ ଅଂଚଳର ଲୋକମାନେ ଏସବୁ ଜମିକୁ ଫ୍ରି ହୋଲଡ କରିବା ନିମନ୍ତେ ଦାବି କରି ଆସୁଛନ୍ତି । ଯାହାଫଳରେ ସେମାନେ ଏହି ସମ୍ପତ୍ତି ଉପରେ ନିଜର ପ୍ରକୃତ ମାଲିକାନା ଜାହିର କରିପାରିବେ । ଏହି ଜମିଗୁଡ଼ିକ କିଣାବିକା ସମ୍ଭବପର ହୋଇପାରିବ । ପ୍ରଚଳିତ ନିୟମ ଅନୁସାରେ ବିଡିଏ, ସିଡିଏ ଓ ଅନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆବଣ୍ଟିତ ସରକାରୀ ଲିଜ୍ ଜମିରେ ସମ୍ପୃକ୍ତ ଲିଜଧାରୀ କେବଳ ରହିପାରିବେ । ଏହା ଉପରେ ଘର ନିର୍ମାଣ ପାଇଁ ବ୍ୟାଙ୍କ ଋଣ କରିପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story