ଷ୍ଟେସନ୍‌ରୁ ଉଦ୍ଧାର ହେଲେ ୮ ମହିଳା ଶ୍ରମିକ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଉଦ୍ଧାର ହୋଇଛନ୍ତି ୮ ଜଣ ମହିଳା ଶ୍ରମିକ।  ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।

c-90

Tapas Behera
  • Published: Wednesday, 19 June 2019
  • , Updated: 19 June 2019, 01:44 PM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଉଦ୍ଧାର ହୋଇଛନ୍ତି ୮ ଜଣ ମହିଳା ଶ୍ରମିକ।  ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।

Related story