ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ; ଯନ୍ତ୍ରୀଙ୍କ ନିକଟରୁ ସାଢ଼େ ୬ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରୁ ଠାବ ହେଲା ୬ କୋଟି ୫୦ ଲକ୍ଷ ଟଙ୍କାର ସଂପତ୍ତି । ଏବେ ତଦନ୍ତ ଚାଲିଥିବା ଯୋଗୁ ଏହାର ପରିମାଣ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ କୌଣସି ସରକାରୀ କର୍ମଚାରୀଙ୍କଠାରୁ ଏତେ ପରିମାଣର ସଂପତ୍ତି ଠାବ ହେବା ପ୍ରଥମ ଘଟଣା ବୋଲି ଏସ୍‌ପି କହିଛନ୍ତି। ଗତକାଲି ଚଢ଼ାଉ ପରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ […]

vigilla

vigilla

Niharika Rout
  • Published: Wednesday, 21 October 2020
  • Updated: 21 October 2020, 02:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରୁ ଠାବ ହେଲା ୬ କୋଟି ୫୦ ଲକ୍ଷ ଟଙ୍କାର ସଂପତ୍ତି । ଏବେ ତଦନ୍ତ ଚାଲିଥିବା ଯୋଗୁ ଏହାର ପରିମାଣ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ କୌଣସି ସରକାରୀ କର୍ମଚାରୀଙ୍କଠାରୁ ଏତେ ପରିମାଣର ସଂପତ୍ତି ଠାବ ହେବା ପ୍ରଥମ ଘଟଣା ବୋଲି ଏସ୍‌ପି କହିଛନ୍ତି।

ଗତକାଲି ଚଢ଼ାଉ ପରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ ।  ରବୀନ୍ଦ୍ରଙ୍କ ପୁଅ ନାଁରେ ବିଲଡର ସଂସ୍ଥା ଥିବା ସହ ଆପାର୍ଟମେଣ୍ଟ ଓ ୪୮ଟି ଫ୍ଲାଟ ଥିବା ମଧ୍ୟ ସୂଚନା ମିଳିଥିଲା  ।

ଗତକାଲି ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story