ବିଶେଷଜ୍ଞ ଟିମ୍‌ର ଯାଞ୍ଚ: ପୁରୀ ସମଯାଜପୁର ରେଲୱେ ଓଭରବ୍ରିଜ୍ ପ୍ରତି ବିପଦ ନାହିଁ

ପୁରୀ: ପୁରୀ ସମଯାଜପୁର ରେଲ୍‌ ଓଭରବ୍ରିଜ୍ ପ୍ରତି କୌଣସି ବିପଦ ନାହିଁ। ବିଶେଷଜ୍ଞ ଟିମ୍‌ ଆଜି ଏହାର ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ତେବେ ଦବିଯାଇଥିବା ଆପ୍ରୋଚ୍‌ ରୋଡ଼କୁ ସଂପ୍ରସାରଣ କରି ମରାମତି କରାଯିବ ଏବଂ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଜିଓ ବ୍ୟାଗ୍‌କୁ ବଦଳାଯିବ ବୋଲି ଜଣାପଡ଼ିଛି।

samjajpur

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 09:45 PM IST

Related story