ରାଜଧାନୀରେ ନାଗା ବେଶଧାରୀ ଚୋର ! | Odisha Reporter
Advertisment
୩ ଦିନ ତଳେ ନାଗା ସାଧୁ ବେଶରେ କିଛି ବାବା ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ପ୍ରାଣକୃଷ୍ଣ ପଢ଼ିଆରୀ ଓ ତାଙ୍କ ପରିବାରକୁ ମନ୍ତ୍ରତନ୍ତ୍ର କରି ଲୁଟ୍ କରିଥିଲେ। ମନଷ୍କାମନା ପୂରଣ କରିଦେବେ ବୋଲି କହି ସମସ୍ତଙ୍କୁ ବଶିଭୂତ କରିଦେଇଥିଲେ। ପରେ ଘରେ ଥିବା ୫ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟି ନେଇଥିଲେ। ଏନେଇ ପ୍ରାଣକୃଷ୍ଣ କମିଶନରେଟ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିଲେ ୫ ନାଗା ସାଧୁ, ସେମାନଙ୍କୁ ଜବଦସ୍ତି ଉଠାଇ ଆଣିଛି କମିଶନରେଟ୍ ପୁଲିସ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us