୧୬ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌। ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟ୍ ଜବତ କରାଯାଇଛି। ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସେକ୍ ଅହମଦ। କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ୍ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ […]

Note

Note

Jitendra Garnayak
  • Published: Sunday, 11 September 2022
  • Updated: 11 September 2022, 12:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌। ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟ୍ ଜବତ କରାଯାଇଛି। ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସେକ୍ ଅହମଦ।

କୌଣସି ସୂତ୍ରରୁ ସୂଚନା ପାଇ ରାଉରକେଲା ପୁଲିସ୍ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ ଅହମଦକୁ ଧରିବା ସହିତ ଏସ୍‌ଟିଏଫ ନକଲି ନୋଟ୍ ଜବତ କରିଥିଲା। ଏହା ସହିତ ସେକ୍‌ ଠାରୁ ଗୋଟିଏ ଲ୍ୟାପ୍‌ଟପ୍‌, ଗୋଟିଏ କଲର ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ଏସ୍‌ଟିଏଫ୍‌ ୨୯ ଲକ୍ଷ ୧୪ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଥିଲା। ଏହି ମାମଲାରେ ୪ ଜଣ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story