ଡାକ୍ତରଙ୍କୁ  ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କୁ  ଆକ୍ରମଣ।  ପୂର୍ବ ଜମିବାଡ଼ି ଶତ୍ରୁତାକୁ କେନ୍ଦ୍ର କରି ତଳେ ପକାଇ ‌ଆକ୍ରମଣ କରିଛନ୍ତି। ଅବସର ଗ୍ରହଣ କରିବା ପରେ ବାଲିପାଟଣା ସିଏଚସିରେ ଚୁକ୍ତିଭିତ୍ତିକ ଡାକ୍ତର ରଜନୀକାନ୍ତ ଦାସଙ୍କୁ  ଟଙ୍କା ପାଇଁ  ଆକ୍ରମଣ ହୋଇଛି। ଗତ ୨୩ତାରିଖରେ ତାଙ୍କ ଘରେ ଚାକର ଘର ସଫେଇ କରୁଥିଲେ। ଏହି ସମୟରେ  ଘର ପଛପଟେ ରହୁଥିବା ଜଣେ  ଯୁବକ ଅତର୍କିତ ମାଡିଆସିଥିଲା। ଯୁବକ ଜଣକ ଡାକ୍ତରଙ୍କୁ ପିଟିବା ସହ ତଳେ ପକାଇ ବାଡ଼େଇ ଥିଲେ । ସିସିଟିଭିରେ […]

609

Tapas Behera
  • Published: Monday, 26 July 2021
  • , Updated: 26 July 2021, 03:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କୁ  ଆକ୍ରମଣ।  ପୂର୍ବ ଜମିବାଡ଼ି ଶତ୍ରୁତାକୁ କେନ୍ଦ୍ର କରି ତଳେ ପକାଇ ‌ଆକ୍ରମଣ କରିଛନ୍ତି। ଅବସର ଗ୍ରହଣ କରିବା ପରେ ବାଲିପାଟଣା ସିଏଚସିରେ ଚୁକ୍ତିଭିତ୍ତିକ ଡାକ୍ତର ରଜନୀକାନ୍ତ ଦାସଙ୍କୁ  ଟଙ୍କା ପାଇଁ  ଆକ୍ରମଣ ହୋଇଛି। ଗତ ୨୩ତାରିଖରେ ତାଙ୍କ ଘରେ ଚାକର ଘର ସଫେଇ କରୁଥିଲେ। ଏହି ସମୟରେ  ଘର ପଛପଟେ ରହୁଥିବା ଜଣେ  ଯୁବକ ଅତର୍କିତ ମାଡିଆସିଥିଲା। ଯୁବକ ଜଣକ ଡାକ୍ତରଙ୍କୁ ପିଟିବା ସହ ତଳେ ପକାଇ ବାଡ଼େଇ ଥିଲେ । ସିସିଟିଭିରେ ସବୁ ଦୃଶ୍ୟ କଏଦ ହୋଇଛି । ଏନେଇ ଧଉଳି ଥାନାରେ ଏତଲା ହୋଇଛି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି।

Related story