ପାଣିରେ ପଡ଼ିଲା ପଚାଶ ହଜାର ଟଙ୍କା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ୍‌। ଏଥିପାଇଁ ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଏଥିରେ ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍, ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଓ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରହେମାନ ପ୍ରମୁଖ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏହି ଉତ୍ସବରେ ଯୋଗ ଦେବା ପାଇଁ ଶାହାରୁଖ ଏକ ଚାର୍ଟର୍ଡ ପ୍ଲେନ୍‌ରେ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ପୁଣି ମୁମ୍ବାଇ ଫେରି […]

shahrukh

shahrukh

Jitendra Garnayak
  • Published: Wednesday, 28 November 2018
  • Updated: 28 November 2018, 01:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ୍‌। ଏଥିପାଇଁ ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଏଥିରେ ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍, ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଓ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରହେମାନ ପ୍ରମୁଖ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ଏହି ଉତ୍ସବରେ ଯୋଗ ଦେବା ପାଇଁ ଶାହାରୁଖ ଏକ ଚାର୍ଟର୍ଡ ପ୍ଲେନ୍‌ରେ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ପୁଣି ମୁମ୍ବାଇ ଫେରି ଯାଇଥିଲେ।

ଶୁଣିବାକୁ ମିଳୁଛି ଯେ, ଶାହାରୁଖ୍ ରାତିରେ ରହିବେ ବୋଲି ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ର ଏକ ରୁମ୍ ବୁକ୍ କରାଯାଇଥିଲା। ଏ ରୁମ୍ ଭାରି ଦାମିକା। ରାତିକ ପାଇଁ ଏହି ରୁମ୍‌ର ଦାମ୍ ହେଲା ପଚାଶ ହଜାର ଟଙ୍କା। ହେଲେ ଶାହରୁଖ ରାତିରେ ରହିଲେ ନାହିଁ। ଏବେ ଆଲୋଚନା ହେଉଛି, ପଚାଶ ହଜାର ଟଙ୍କା ପାଣିରେ ପଡ଼ିଲା। କାରଣ ଶାହରୁଖ୍‌ଙ୍କ ପାଇଁ ରୁମ୍ ବୁକ୍ ହୋଇ ସାରିଥିଲା, ତାହା ପୁଣି ତାରକା ହୋଟେଲ୍‌। ତେଣୁ ଏବେ ରାଜ୍ୟ ସରକାରଙ୍କୁ ରୁମ୍‌ର ଦାମ୍ ପଇଠ କରିବାକୁ ହିଁ ପଡ଼ିବ।

ଆଜି କଟକର ବାରବାଟୀ ଷ୍ଡାଡିୟମ୍‌ରେ ଆଉଏକ ଉଦ୍‌ଘାଟନୀ ସମାରୋହ ହେବ। ଏଥିରେ ମଧ୍ୟ ଏ.ଆର୍ ରେହମାନ ସଙ୍ଗୀତ ପରିବେଷଣ କରିବେ। ଏଠାକୁ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story