ଧୂପକାଠି ନିଆଁରୁ ଜଳିଗଲା ଗୋଦାମ

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଧୂପକାଠିରୁ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭଦ୍ରକ ଜିଲ୍ଲା ଏରେଇଁ ପଞ୍ଚାୟତ ବିଶାଣିଖରିଦା ଗାଁରେ ଥିବା ଶରତ ମଲ୍ଲିକଙ୍କ କେମିକାଲ୍ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଏସିଡ୍ ଓ ଫିନାଇଲ୍ ଜଳିଯାଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

bhadrak-1-1

Niharika Rout
  • Published: Tuesday, 17 December 2019
  • , Updated: 17 December 2019, 10:23 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଧୂପକାଠିରୁ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଭଦ୍ରକ ଜିଲ୍ଲା ଏରେଇଁ ପଞ୍ଚାୟତ ବିଶାଣିଖରିଦା ଗାଁରେ ଥିବା ଶରତ ମଲ୍ଲିକଙ୍କ କେମିକାଲ୍ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି।

ଗତରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଏସିଡ୍ ଓ ଫିନାଇଲ୍ ଜଳିଯାଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story