ସାରସ୍ୱତ ପ୍ରେସ୍‌ରେ ଅଗ୍ନିକାଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକ ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସ୍‌ରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ପ୍ରେସ୍‌ର ବହୁ ଯନ୍ତ୍ରପାତି ପୋଡ଼ି ଜଳି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ବକ୍ସି ବଜାର ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

cuttack-2-1

Niharika Rout
  • Published: Tuesday, 30 June 2020
  • , Updated: 30 June 2020, 08:13 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସ୍‌ରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ପ୍ରେସ୍‌ର ବହୁ ଯନ୍ତ୍ରପାତି ପୋଡ଼ି ଜଳି ନଷ୍ଟ ହୋଇଯାଇଛି।

ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ବକ୍ସି ବଜାର ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Related story