ମଝି ରାସ୍ତାରେ ଜଳିଗଲା ଟ୍ରକ୍

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଏନ୍ଏଚ୍ ୬୦ର ସନ୍ତୋଷପୁର ଛକ ନିକଟରେ ଘଟିଯାଇଛି ଏପରି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପୁରୁଣା ଟୋଲ ଗେଟ କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକ୍‌ର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଡ୍ରାଇଭର ଓ ହେଲପର୍ […]

truck-1..1

Niharika Rout
  • Published: Wednesday, 18 September 2019
  • , Updated: 18 September 2019, 02:07 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଏନ୍ଏଚ୍ ୬୦ର ସନ୍ତୋଷପୁର ଛକ ନିକଟରେ ଘଟିଯାଇଛି ଏପରି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପୁରୁଣା ଟୋଲ ଗେଟ କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକ୍‌ର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଡ୍ରାଇଭର ଓ ହେଲପର୍ ସୁରକ୍ଷିତ ଥିବା ଜଣାପଡିଛି।

Related story