୪୦ ବଖରା ପୋଡ଼ିଗଲା

ଭଞ୍ଜନଗର(ଓଡିଶା ରିପୋର୍ଟର): ଭଞ୍ଜନଗର ସୋରଡ଼ା ଅସୁରବନ୍ଧ ପଞ୍ଚାୟତ ମୟାଙ୍ଗିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୨୦ଟି ପରିବାରର ୪୦ ବଖରା ପୋଡ଼ି ଛାରଖାର ହୋଇଯାଇଛି।  ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ତେବେ ବିଳମ୍ବରେ ଦମକଳ ପହଞ୍ଚିବାରୁ କ୍ଷୟକ୍ଷତି ଅଧିକ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

fire

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 05:42 PM IST

Related story