ବିଜେପୁରରେ ଗୁଳିମାଡ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁରର ପଡାଛକରେ ଥିବା ମନୋରଞ୍ଜନ ମେହେରଙ୍କ ଘରକୁ ଗୁଳି ମାଡ ହୋଇଛି । ମେହେରଙ୍କ ଘରକୁ ତିନି ରାଉଣ୍ଡରୁ ଅଧିକ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ସେ ଜଣେ ଭାଜପା କର୍ମୀ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜେପୁର ଇଲେକସନ୍‌ ପୂର୍ବରୁ ଗୁଳିମାଡ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

download (2)

Rakesh Mallick
  • Published: Sunday, 07 January 2018
  • , Updated: 07 January 2018, 11:04 PM IST

Related story