୨୭ ଯାଏଁ ରହିବ ଏମିତି ଘଡ଼ି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ। ଗତକାଲି ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ରାଜ୍ୟରେ ବର୍ତ୍ତମାନର ତାପମାତ୍ରା ୨୭ ଯାଏଁ ଲାଗି ରହିବ ଏବଂ ଏପ୍ରିଲ୍ ଶେଷ ଆଡ଼କୁ ତାପମାତ୍ରା ବଢି ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆରବସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ବଙ୍ଗୋପସାଗରରେ ମଧ୍ୟ ପଡ଼ିବ। ତେଣୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ,ଏବେ ତାପମାତ୍ରା କମିବାର ନାହିଁ।

ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ବଡ଼ ବଡ଼ ଜୁଆର ଉଠିବାର ସମ୍ଭାବନା ରହିଛି। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ସତର୍କ କରାଯାଇଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଅନୁଭୂତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି।

Ordigital Desk
• Published: Saturday, 21 April 2018
• Updated: 21 April 2018, 12:38 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ। ଗତକାଲି ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ରାଜ୍ୟରେ ବର୍ତ୍ତମାନର ତାପମାତ୍ରା ୨୭ ଯାଏଁ ଲାଗି ରହିବ ଏବଂ ଏପ୍ରିଲ୍ ଶେଷ ଆଡ଼କୁ ତାପମାତ୍ରା ବଢି ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆରବସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ବଙ୍ଗୋପସାଗରରେ ମଧ୍ୟ ପଡ଼ିବ। ତେଣୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ,ଏବେ ତାପମାତ୍ରା କମିବାର ନାହିଁ।

ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ବଡ଼ ବଡ଼ ଜୁଆର ଉଠିବାର ସମ୍ଭାବନା ରହିଛି। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ସତର୍କ କରାଯାଇଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଅନୁଭୂତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos