ବନ୍ୟା ପରିସ୍ଥିତି: ୧୦ ଜିଲ୍ଲା କ୍ଷତିଗ୍ରସ୍ତ, ୩.୮୨ଲକ୍ଷ ଲୋକ ଜଳବନ୍ଦୀ ଓ ୫ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ମୋଟ ୧୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ୫ଜଣ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟା ପରିସ୍ଥିତି ଯୋଗୁ ଏବେ ୫୫୧ଟି ଗାଁର ମୋଟ ୩ଲକ୍ଷ ୮୨ହଜାର ୨୧୯ଜଣ ଲୋକ ଜଳବନ୍ଦୀ ଅଛନ୍ତି ଓ ୧୬,୬୮୪ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ବର୍ଷାଜନିତ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଏପର୍ଯ୍ୟନ୍ତ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। ବୈଠକ ପରେ […]

flood

flood

Tapas Behera
  • Published: Friday, 28 August 2020
  • Updated: 28 August 2020, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ମୋଟ ୧୦ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ୫ଜଣ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟା ପରିସ୍ଥିତି ଯୋଗୁ ଏବେ ୫୫୧ଟି ଗାଁର ମୋଟ ୩ଲକ୍ଷ ୮୨ହଜାର ୨୧୯ଜଣ ଲୋକ ଜଳବନ୍ଦୀ ଅଛନ୍ତି ଓ ୧୬,୬୮୪ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।
ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ବର୍ଷାଜନିତ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଏପର୍ଯ୍ୟନ୍ତ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। ବୈଠକ ପରେ ଜଣାପଡ଼ିଛି ଯେ, ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢ଼େଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର ଆଦି ୧୦ଟି ଜିଲ୍ଲାର ମୋଟ ୩୯ଟି ବ୍ଲକର ୯୯୭ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ମୋଟ ୪ଲକ୍ଷ ୧୩ହଜାର ୫୧୨ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩.୮୨ଲ୪ ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ଏବେସୁଦ୍ଧା ରାଜ୍ୟର ୭୪୨୭୧ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୧.୦୫,୮୮୧ଟି ପ୍ରାଣୀସମ୍ପଦ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁ ୧୩୬୪ଟି ଘର କ୍ଷତିଗ୍ରସ୍ତ ହୋଇଛି ଓ ଏଥିରୁ ୨୮ଟି ଘର ସମ୍ପୂର୍ଣ୍ଣ ବା ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ୧୩୩୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପରିସ୍ଥିତି ଯୋଗୁ ୫ଟି ସହରାଂଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବରଗଡ଼,ଯାଜପୁର, ବାଲେଶ୍ୱର,ନୂଆପଡ଼ା ଓ ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story