ଓଡ଼ିଶାରେ ବୁଲୁଛି ୫ ପ୍ରକାର କରୋନା ଭାଇରସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା 19A, 19B, 20A, 20B ଓ 20C। ତେବେ ସବୁଠାରୁ ଅଧିକ 20A ଓ 20B ପ୍ରକାର ଭାଇରସ ଠାବ ହୋଇଛି। କରୋନା ଭାଇରସ୍ ପ୍ରକାରକୁ ନେଇ ସୂଚନା ଦେଇଛି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।  ସେ କହିଛନ୍ତି-“RMRC ଓ ILS ପକ୍ଷରୁ ଓଡ଼ିଶାରେ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା ହୋଇଥିଲା। ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା […]

Corona-4-1-1

Corona-4-1-1

Manoranjan Sial
  • Published: Saturday, 01 August 2020
  • Updated: 01 August 2020, 03:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା 19A, 19B, 20A, 20B ଓ 20C। ତେବେ ସବୁଠାରୁ ଅଧିକ 20A ଓ 20B ପ୍ରକାର ଭାଇରସ ଠାବ ହୋଇଛି। କରୋନା ଭାଇରସ୍ ପ୍ରକାରକୁ ନେଇ ସୂଚନା ଦେଇଛି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। 

ସେ କହିଛନ୍ତି-“RMRC ଓ ILS ପକ୍ଷରୁ ଓଡ଼ିଶାରେ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା ହୋଇଥିଲା। ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା। ଗୁଜରାଟ, ଦିଲ୍ଲୀ, ତାମିଲନାଡୁରୁ ଫେରିଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା। ଜେନୋମିକ ଷ୍ଟଡି ପରେ ମିଳିଛି ୫ ପ୍ରକାର କରୋନା ଭାଇରସ ଥିବା ସ୍ପଷ୍ଟ ହୋଇଛି। ଜୁଲାଇ ପରଠାରୁ ରାଜ୍ୟରେ ସଂକ୍ରମଣ ନେଇ ପୁଣି ଷ୍ଟଡି କରାଯିବ।”

୫ ପ୍ରକାର ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି-“ଭାଇରସ ପ୍ରକାର ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ। ଦେଖିବାକୁ ପଡ଼ିବ ଗୋଟିଏ ପ୍ରକାର ଭ୍ୟାକସିନରେ ହେବ, ନା ୫ ପ୍ରକାର ଭାଇରସ ପାଇଁ ୫ ପ୍ରକାର ଭ୍ୟାକସିନ ହେବା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story