'ଯିଏ ଦେଖୁଥିଲା ଭାବୁଥିଲା, ଚାଲିଯିବ'

  • Published: Tuesday, 04 July 2023
  • , Updated: 04 July 2023, 02:13 PM IST

ନିକଟରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ। କୋଭିଡ୍ ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। ଆଶା ରଖିଛନ୍ତି ପୁଣିଥରେ ନିର୍ବାଚନ ଲଢ଼ିବା ପାଇଁ। ତେବେ ଏତେ ବଡ଼ କରୋନାକୁ କିପରି ହରାଇଲେ ପ୍ରଦୀପ୍ତ, କେମିତି ଥିଲା ତାଙ୍କର ସଂଘର୍ଷମୟ ଜୀବନ ? ସେ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ପ୍ରଦୀପ୍ତ ନାୟକ।

Related story