୪ଟି ଟ୍ରକ୍‌ରେ ଚାଲାଣ ହେଉଥିଲେ ୩୦୦ ଗୋରୁ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍‌କୁ ପୁଲିସ୍‌ ଜବତ କରିଛି।  ଏହି ଟ୍ରକ୍‌ଗୁଡ଼ିକରେ ପ୍ରାୟ ୩୦୦ ଗୋରୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ୪ଟି ଟ୍ରକ୍‌କୁ ଲୋକେ ସନ୍ଦେହରେ ଅଟକାଇ ଥିଲେ। ତେବେ ଟ୍ରକ୍‌ରେ ଗୋରୁ ଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ […]

cow

Jitendra Garnayak
  • Published: Sunday, 19 August 2018
  • , Updated: 19 August 2018, 05:07 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍‌କୁ ପୁଲିସ୍‌ ଜବତ କରିଛି।  ଏହି ଟ୍ରକ୍‌ଗୁଡ଼ିକରେ ପ୍ରାୟ ୩୦୦ ଗୋରୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ୪ଟି ଟ୍ରକ୍‌କୁ ଲୋକେ ସନ୍ଦେହରେ ଅଟକାଇ ଥିଲେ। ତେବେ ଟ୍ରକ୍‌ରେ ଗୋରୁ ଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଟ୍ରକ୍‌ ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story