ନବ ନିର୍ବାଚିତ ସରପଞ୍ଚଙ୍କ ପୂରା ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଅନୁଗୋଳ(ବିରଜା ଦାସ): ନବ ନିର୍ବାଚିତ ସରପଞ୍ଚଙ୍କ ପରିବାରର ୪ ଜଣଙ୍କୁ ଆକ୍ରମଣ। ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆକ୍ରମଣ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କାହିଁକି ଆକ୍ରମଣ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୂରା ଘଟଣା ଏମିତି। ଆଜି ରଜଡଙ୍ଗ ଗାଁରେ ସପ୍ତ ଦୋଳ ମେଳଣ ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ନବ ନିର୍ବାଚିତ ସରପଞ୍ଚ ବିଦ୍ୟାଭାରତୀ […]

Angul

Angul

Manoranjan Sial
  • Published: Thursday, 24 March 2022
  • Updated: 24 March 2022, 09:14 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ନବ ନିର୍ବାଚିତ ସରପଞ୍ଚଙ୍କ ପରିବାରର ୪ ଜଣଙ୍କୁ ଆକ୍ରମଣ। ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆକ୍ରମଣ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କାହିଁକି ଆକ୍ରମଣ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ପୂରା ଘଟଣା ଏମିତି। ଆଜି ରଜଡଙ୍ଗ ଗାଁରେ ସପ୍ତ ଦୋଳ ମେଳଣ ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ନବ ନିର୍ବାଚିତ ସରପଞ୍ଚ ବିଦ୍ୟାଭାରତୀ ସାମଲଙ୍କ ସ୍ୱାମୀ ସଞ୍ଜୟ କୁମାର ସାମଲ, ତାଙ୍କ ଭାଇ ବ୍ରଜମୋହନ ସାମଲ, ଅନ୍ୟଜଣେ ଭାଇ ସରୋଜ ସାମଲ ଓ ଭାଉଜ ନିରୂପମା ସାମଲ ନିଜ ଘର ସାମ୍ନାରେ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ଦୁଇଟି ବାଇକରେ ୫ ଜଣ ଯୁବକ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖମାର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଶରୀରରେ ଗଭୀର କ୍ଷତ ହୋଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ସରପଞ୍ଚଙ୍କ ପରିବାରକୁ ଆକ୍ରମଣ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଖବର ପାଇ ଖମାର ଥାନା ପୁଲିସ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story