ଜୁଲାଇ ୧ରୁ ପେନସନଧାରୀଙ୍କୁ ୫% ମହଙ୍ଗା ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା ରାଜ୍ୟ ସରକାର ଆଜି ପେନସନଧାରୀଙ୍କ ପାଇଁ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩ଲକ୍ଷ ପେନସନଧାରୀ ଉପକୃତ ହେବେ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ ୨୦୧୯ ଜୁଲାଇ ୧ ତାରିଖରୁ ଅଧିକ ୫ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ସେମାନଙ୍କର ମହଙ୍ଗା […]

pp

pp

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା ରାଜ୍ୟ ସରକାର ଆଜି ପେନସନଧାରୀଙ୍କ ପାଇଁ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩ଲକ୍ଷ ପେନସନଧାରୀ ଉପକୃତ ହେବେ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନେ ୨୦୧୯ ଜୁଲାଇ ୧ ତାରିଖରୁ ଅଧିକ ୫ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ସେମାନଙ୍କର ମହଙ୍ଗା ଭତ୍ତା ପରିମାଣ ୧୨%ରୁ ୧୭%କୁ ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ସେମାନଙ୍କୁ ଆସନ୍ତା ମାସର ପେନସନରେ ମିଳିବ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ନିଜର ନିୟମିତ କର୍ମଚାରୀମାନଙ୍କ ପାଇଁ ବାର୍ଷିକ ୨ଥର ମହଙ୍ଗା ଭତ୍ତା ଘୋଷଣା କରୁଥିବାବେଳେ ଚଳିତବର୍ଷ ଗୋଟିଏ ମହଙ୍ଗା ଭତ୍ତା ଡୋଜକୁ ବାଦ୍ ଦେଇ ଜାନୁୟାରୀ ୧ରୁ ୫% ମହଙ୍ଗା ଭତ୍ତା ଗୋଷଣା କରିଥିଲେ। କିନ୍ତୁ କର୍ମଚାରୀମାନେ ଏହାକୁ ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ ପାଇଁ ସଜବାଜ ହେବାପରେ ରାଜ୍ୟ ସରକାର ସେମାନଙ୍କର ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏପ୍ରିଲ ପହିଲାରେ ରାଜ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଅନୁରୂପ ଭାବେ ବକେୟା ମହଙ୍ଗା ଭତ୍ତା ମିଳିବା ପାଇଁ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story